<?xml version="1.0" ?>
<!DOCTYPE translationbundle>
<translationbundle lang="or">
<translation id="1035560095760914532">ଯେ କୌଣସି ସମୟରେ Chromeକୁ ଆକ୍ସେସ କରିବା ପାଇଁ ଏହାକୁ ନିମ୍ନ ଏରିଆରେ ରଖନ୍ତୁ</translation>
<translation id="1076643793026027628">Chrome ସ୍ୱତଃ YouTube ଇନକଗ୍ନିଟୋ ଲିଙ୍କଗୁଡ଼ିକୁ ଇନକଗ୍ନିଟୋରେ ଖୋଲେ।</translation>
<translation id="1081114897601629648">ନିମ୍ନଲିଖିତ ପାସୱାର୍ଡଗୁଡ଼ିକ Google Password Managerରେ ଇମ୍ପୋର୍ଟ କରାଯାଇନାହିଁ, କାରଣ ସେଗୁଡ଼ିକ ଆବଶ୍ୟକତା ସହିତ ମେଳ ହେଉନାହିଁ।</translation>
<translation id="1086486568852410168">Google Lens ମାଧ୍ୟମରେ ସର୍ଚ୍ଚ କରନ୍ତୁ</translation>
<translation id="1088490543924960890">Google Password Manager ମାଧ୍ୟମରେ ପାସକୀଗୁଡ଼ିକୁସେଭ କରିବା ଆରମ୍ଭ କରନ୍ତୁ</translation>
<translation id="1143896152279775643"><ph name="EMAIL" />ର Google ପାସୱାର୍ଡ ମ୍ୟାନେଜରରେ ଆପଣଙ୍କ ପାସୱାର୍ଡ ସେଭ ହୋଇଯିବ।</translation>
<translation id="1146503048444965320">Chromeରେ ନୂଆ ଟାବ ଖୋଲନ୍ତୁ</translation>
<translation id="1158134713295836892">Chromeରେ Gemini</translation>
<translation id="1166460004393506534">Chromeରେ ବ୍ରାଉଜିଂ ଡାଟା ଡିଲିଟ କରନ୍ତୁ</translation>
<translation id="1179527450541388808">ଆପଣଙ୍କ iPadର ହୋମ ସ୍କ୍ରିନ ଡକରୁ Chromeକୁ ଶୀଘ୍ର ଆକ୍ସେସ କରନ୍ତୁ।</translation>
<translation id="1180362651362502943">ଆପଣଙ୍କ Google ଆକାଉଣ୍ଟରେ Chrome ଡାଟାକୁ ବ୍ୟବହାର କରିବା ଜାରି ରଖନ୍ତୁ।</translation>
<translation id="1200396280085622191">ମେସେଜ ଏବଂ ଅନ୍ୟ ଆପ୍ସରେ ଥିବା ଲିଙ୍କରେ ଟାପ କରି ଆପଣ ଯେ କୌଣସି ସମୟରେ Chrome ବ୍ୟବହାର କରନ୍ତୁ।</translation>
<translation id="1229222343402087523">Chromeରେ ${searchPhrase} ସର୍ଚ୍ଚ କରନ୍ତୁ</translation>
<translation id="1237769345474105984">Chromeରୁ</translation>
<translation id="124228879633599436">ଆପଣଙ୍କ Chrome ପୁରୁଣା ଅଟେ। ସୁରକ୍ଷିତ ରହିବା ପାଇଁ ଏହାକୁ ଅପଡେଟ କରନ୍ତୁ।</translation>
<translation id="1258531953614971819">Chrome ଟିପ: Chromeକୁ ଆପଣଙ୍କ ହୋମ ସ୍କ୍ରିନକୁ ମୁଭ କରନ୍ତୁ</translation>
<translation id="1333577334443425318">ଅନ୍ୟ ଆପ୍ସରୁ ଲିଙ୍କଗୁଡ଼ିକୁ କପି କରିବା ବନ୍ଦ କରିବା ପାଇଁ Chromeକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର କରନ୍ତୁ।</translation>
<translation id="1333745675627230582">Chrome Dino ଗେମ ଖେଳନ୍ତୁ</translation>
<translation id="1343830902827845050">Chromeରେ ସାଇନ ଇନ କରନ୍ତୁ</translation>
<translation id="1352919863522755794">Google Password Manager ଆପଣଙ୍କ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିଲା ନାହିଁ। ଆପଣଙ୍କ ଇଣ୍ଟରନେଟ କନେକ୍ସନ ଯାଞ୍ଚ କରି ଦେଖନ୍ତୁ।</translation>
<translation id="1394995526009609883">ଆପଣ Chrome ସେଟିଂସରେ ଯେ କୌଣସି ସମୟରେ ଆପଣଙ୍କ ଚୟନଗୁଡ଼ିକୁ ଅପଡେଟ କରିପାରିବେ।</translation>
<translation id="1407843355326180937">ଆପଣଙ୍କ ସମସ୍ତ ଡିଭାଇସରେ ଆପଣଙ୍କର ବୁକମାର୍କଗୁଡ଼ିକ ଏବଂ ଆହୁରି ଅନେକ କିଛି ପାଇବା ପାଇଁ ଏହି ସାଇଟ ଏବଂ Chromeରେ ସାଇନ ଇନ କରନ୍ତୁ।</translation>
<translation id="1462727070346936664">Chromeରୁ ସବୁଠୁ ଅଧିକ ସୁବିଧା ପାଇବା ପାଇଁ ସାଇନ ଇନ କରନ୍ତୁ।</translation>
<translation id="1493827051843127077">ଆପଣଙ୍କ ସମସ୍ତ ଡିଭାଇସରେ ଆପଣଙ୍କ ଟାବ୍, ପାସୱାର୍ଡ ଏବଂ ପେମେଣ୍ଟ ସୂଚନାକୁ ସିଙ୍କ୍ କରିବା ପାଇଁ Chromeକୁ ଡିଫଲ୍ଟ ଭାବେ ସେଟ୍ କରନ୍ତୁ</translation>
<translation id="1504372625950710826">ଅପଡେଟଗୁଡ଼ିକ ଅଛି କି ନାହିଁ ତାହା Chrome ଯାଞ୍ଚ କରିପାରିଲା ନାହିଁ। ଆପଣଙ୍କ ଇଣ୍ଟରନେଟ୍ ସଂଯୋଗ ଯାଞ୍ଚ କରି ଦେଖନ୍ତୁ।</translation>
<translation id="1516692594929310090">Chrome ଟାବ ଗ୍ରିଡକୁ ଖୋଲେ।</translation>
<translation id="1526327845902180576">ଚାଲୁ ଥିବା ସମୟରେ:
<ph name="BEGIN_INDENT" />  • ଆପଣ Chromeକୁ ଯେପରି ବ୍ୟବହାର କରନ୍ତି ସେହିପରି ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ଏହାକୁ ଆହୁରି ଉନ୍ନତ କରିବାରେ ସାହାଯ୍ୟ କରନ୍ତୁ।<ph name="END_INDENT" />

ବିଚାରଯୋଗ୍ୟ ବିଷୟଗୁଡ଼ିକ:
<ph name="BEGIN_INDENT" />  • ଆପଣଙ୍କ Chrome ବ୍ୟବହାର ବିଷୟରେ ସୂଚନା Googleକୁ ପଠାଯାଏ, କିନ୍ତୁ ଏହାକୁ ଆପଣଙ୍କ ସହ ଜଡ଼ିତ କରାଯାଏ ନାହିଁ।

  • ଯଦି Chrome କ୍ରାସ ହୁଏ, ତେବେ କ୍ରାସ ବିଷୟରେ ଥିବା ବିବରଣୀରେ କିଛି ବ୍ୟକ୍ତିଗତ ସୂଚନା ଅନ୍ତର୍ଭୁକ୍ତ ହୋଇପାରେ।

  • ଯଦି ଆପଣ ଆପଣଙ୍କ ଇତିହାସକୁ ଆପଣଙ୍କର Google ଆକାଉଣ୍ଟ ସହ ସିଙ୍କ କରନ୍ତି, ତେବେ ଆପଣ ଭିଜିଟ କରୁଥିବା URLଗୁଡ଼ିକ ବିଷୟରେ ସୂଚନା ମଧ୍ୟ ମେଟ୍ରିକ୍ସରେ ଅନ୍ତର୍ଭୁକ୍ତ ହୋଇପାରେ।<ph name="END_INDENT" /></translation>
<translation id="1554731936187952550">କ୍ଷତିକାରକ ୱେବସାଇଟରୁ ରକ୍ଷା ପାଇବା ପାଇଁ ଆପଣଙ୍କ ପାଖରେ Chromeର ସବୁଠାରୁ ଶକ୍ତିଶାଳୀ ସୁରକ୍ଷା ଅଛି</translation>
<translation id="155816064895200734">Chromeକୁ ଡିଫଲ୍ଟ ବ୍ରାଉଜର ଭାବେ ସେଟ କରନ୍ତୁ</translation>
<translation id="1580570086594302477">ଏକ ନୂଆ Chrome ଇନକଗ୍ନିଟୋ ଟାବ ଖୋଲେ।</translation>
<translation id="1605168141396675642">କପି କରିବାର ଅସୁବିଧାକୁ ଏଡ଼ାନ୍ତୁ। ଲିଙ୍କଗୁଡ଼ିକୁ ସିଧାସଳଖ Chromeରେ ଲଞ୍ଚ କରନ୍ତୁ।</translation>
<translation id="1646463005043273333">Chromeକୁ ଡିଫଲ୍ଟ ବ୍ରାଉଜର ଭାବେ ସେଟ କରିବା ପାଇଁ Chrome ସେଟିଂ ଖୋଲେ।</translation>
<translation id="1670609221633730681">Chrome ଟିପ: ଆପଣଙ୍କ ଠିକଣା ବାର ସ୍ଥିତି ବାଛନ୍ତୁ</translation>
<translation id="1683863426423719967">Chromeରୁ ଟାବ ରିମାଇଣ୍ଡର ପାଇବା ପାଇଁ, ଆପଣଙ୍କ iOS ସେଟିଂସରେ ବିଜ୍ଞପ୍ତିଗୁଡ଼ିକୁ ଚାଲୁ କରନ୍ତୁ।</translation>
<translation id="1759842336958782510">Chrome</translation>
<translation id="1784567647421309104">Chromeରେ ଆପଣଙ୍କ ପାସୱାର୍ଡଗୁଡ଼ିକୁ ସେଭ କରନ୍ତୁ</translation>
<translation id="1790080846677398234">Chromeରେ ଆପଣଙ୍କ ବୁକମାର୍କଗୁଡ଼ିକରେ ଇନପୁଟ ହୋଇଥିବା URLଗୁଡ଼ିକ ଯୋଗ କରେ।</translation>
<translation id="1799920918471566157">Chrome ଟିପ୍ସ</translation>
<translation id="1830634592642484976">ଏହି ଠିକଣାକୁ ବର୍ତ୍ତମାନ Chromeରେ ସେଭ କରାଯାଇଛି। ଏହାକୁ ସମଗ୍ର Google ପ୍ରଡକ୍ଟରେ ବ୍ୟବହାର କରିବା ପାଇଁ ଆପଣଙ୍କ Google ଆକାଉଣ୍ଟ, <ph name="USER_EMAIL" />ରେ ସେଭ କରନ୍ତୁ।</translation>
<translation id="1891812034154776216">ଆପଣ Chromeରୁ ବାହାରି ଗଲେ 'ଇନକଗ୍ନିଟୋ ଟାବଗୁଡ଼ିକୁ ଖୋଲନ୍ତୁ'କୁ ଲୁଚାନ୍ତୁ</translation>
<translation id="1894434821386148799">ଆପଣ ଏଠାରେ Chrome ସେଟିଂସ ଏବଂ ଆହୁରି ଅନେକ କିଛି ପାଇପାରିବେ</translation>
<translation id="1917964099031477364">ଏହି ଆକାଉଣ୍ଟ ଏବଂ ଯେ କୌଣସି ସେଭ୍ କରାଯାଇନଥିବା ଡାଟା Chromeରୁ ଏବଂ ଏହି ଡିଭାଇସରେ ଥିବା ଅନ୍ୟ Google ଆପଗୁଡ଼ିକରୁ କାଢ଼ି ଦିଆଯିବ।</translation>
<translation id="1919130412786645364">Chromeରେ ସାଇନ୍-ଇନ୍‌ କରିବାକୁ ଅନୁମତି ଦିଅନ୍ତୁ</translation>
<translation id="1965935827552890526">ଆପଣ ଆପଣଙ୍କ ଅନ୍ୟ ଖୋଲା ଥିବା Chrome ୱିଣ୍ଡୋରେ ଯାହା କରୁଛନ୍ତି ତାହା ସମାପ୍ତ କରନ୍ତୁ।</translation>
<translation id="1966638102563776885">Chrome ଟିପ: ଯେ କୌଣସି ଆପରେ ଆପଣଙ୍କର ପାସୱାର୍ଡଗୁଡ଼ିକୁ ପାଆନ୍ତୁ</translation>
<translation id="1973910962341002002">"<ph name="TEXT_OF_THE_SETTINGS_MENU_ITEM" />" ସେଟିଂସରୁ, "Chrome" ଚାଲୁ ଅଛିରେ ଟୋଗଲ କରନ୍ତୁ</translation>
<translation id="1984705450038014246">ଆପଣଙ୍କର Chrome ଡାଟା ସିଙ୍କ୍‌ କରନ୍ତୁ</translation>
<translation id="1987779152850321833">Chromeରୁ ସବୁଠୁ ଅଧିକ ଲାଭ ପାଇବା ପାଇଁ ନିମ୍ନରେ ଏହି ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରନ୍ତୁ।</translation>
<translation id="2055826352861631739">ଡିଫଲ୍ଟ ଭାବେ iPad ପାଇଁ Chrome ବ୍ୟବହାର କରନ୍ତୁ</translation>
<translation id="2056123005618757196">ସରଳ, ସୁରକ୍ଷିତ ଏବଂ ପୂର୍ବ-ଅପେକ୍ଷା-ଅଧିକ-ଦ୍ରୁତ Google Chrome ସହ ଅଧିକ କାର୍ଯ୍ୟ କରନ୍ତୁ।</translation>
<translation id="2120238739383482109">Chrome ବୁକମାର୍କଗୁଡ଼ିକ ଖୋଲେ।</translation>
<translation id="2147651015520127414">Chromium ଯାଞ୍ଚ କରିଛି ଯେ, <ph name="ISSUER" />ଏହିୱେବ୍‍ସାଇଟ୍‍‌ର ସାର୍ଟିଫିକେଟ୍ ଜାରି କରିଛନ୍ତି।</translation>
<translation id="2199719347983604670">Chrome ସିଙ୍କରୁ ଡାଟା</translation>
<translation id="2212318912894837281">ଏହି ପାସୱାର୍ଡକୁ ସେଭ କରିବା ଏବଂ ଆପଣଙ୍କର ସମସ୍ତ ଡିଭାଇସରେ Chrome ଡାଟା ପାଇବା ପାଇଁ ପାସଫ୍ରେଜ ଲେଖନ୍ତୁ</translation>
<translation id="2213327331203157297">Chromeରେ ଲକଡାଉନ ମୋଡକୁ ଅକ୍ଷମ କରିବା ପାଇଁ ଏହାକୁ ଆପଣଙ୍କ iPhoneରେ ବନ୍ଦ କରନ୍ତୁ।</translation>
<translation id="2242467532204595597">ଆପଣ ମେସେଜ, ଡକ୍ୟୁମେଣ୍ଟ ଏବଂ ଅନ୍ୟ ଆପ୍ସରେ ଥିବା ଲିଙ୍କରେ ଟାପ କରି ଯେ କୌଣସି ସମୟରେ Chrome ବ୍ୟବହାର କରନ୍ତୁ।</translation>
<translation id="2270691132923135296">ଆପଣ ଆରମ୍ଭ କରିବା ପାଇଁ ଉପଯୋଗୀ Chrome ବେସିକ୍ସ ବିଷୟରେ ଜାଣନ୍ତୁ</translation>
<translation id="2311240109311056604">Chrome Dino ଗେମ ଖୋଲେ।</translation>
<translation id="2339201583852607431">ଆପଣଙ୍କ ପାସୱାର୍ଡ ଆପଣଙ୍କ Google ଆକାଉଣ୍ଟ (<ph name="EMAIL" />)ରେ ସେଭ କରାଯିବ।</translation>
<translation id="2342919707875585281">ଆପଣ ଅନୁମତି ଦେଇଥିବା ସାଇଟଗୁଡ଼ିକ ସହିତ Chrome ଆପଣଙ୍କ ଲୋକେସନ୍ ସେୟାର୍ କରିଥାଏ।</translation>
<translation id="2347208864470321755">ଯେତେବେଳେ ଏହି ବୈଶିଷ୍ଟ୍ୟ ଚାଲୁ କରାଯାଏ ସେତେବେଳେ, Google Translate ବ୍ୟବହାର କରି Chrome ଅନ୍ୟ ଭାଷାଗୁଡ଼ିକରେ ଲେଖାଯାଇଥିବା ପୃଷ୍ଠାଗୁଡ଼ିକୁ ଅନୁବାଦ କରିବା ପାଇଁ ଅଫର୍‌ କରିବ। <ph name="BEGIN_LINK" />ଅଧିକ ଜାଣନ୍ତୁ<ph name="END_LINK" /></translation>
<translation id="2423077901494354337">ଆପଣ ବର୍ତ୍ତମାନ ଆପଣଙ୍କ ଡିଭାଇସରେ Chromeରୁ ସବୁଠୁ ଅଧିକ ସୁବିଧା ପାଇବେ।</translation>
<translation id="2427791862912929107">Chromeରେ ଏପରି ଫିଚର୍ ଅଛି ଯାହା ଆପଣଙ୍କୁ ଆପଣଙ୍କ ଇଣ୍ଟରନେଟ୍ ଡାଟା ଏବଂ ଆପଣ କେତେ ଶୀଘ୍ର ୱେବପୃଷ୍ଠାଗୁଡ଼ିକୁ ଲୋଡ୍ କରିବାକୁ ସକ୍ଷମ ହେବେ, ତାହା ପରିଚାଳନା କରିବାରେ ସାହାଯ୍ୟ କରିଥାଏ।
<ph name="BEGIN_LINK" />ଅଧିକ ଜାଣନ୍ତୁ<ph name="END_LINK" /></translation>
<translation id="2450221499140985490">ମେସେଜ ଏବଂ ଡକ୍ୟୁମେଣ୍ଟଗୁଡ଼ିକରୁ ଲିଙ୍କକୁ ସିଧାସଳଖ Chromeରେ ଖୋଲନ୍ତୁ।</translation>
<translation id="2464852008153767546">{THRESHOLD,plural, =1{Chromeକୁ {THRESHOLD} ମିନିଟ ପାଇଁ ବ୍ୟବହାର କରାନଗଲେ ଏହା ହୋଇଥାଏ। ଏଥିରେ ଇତିହାସ ଏବଂ ଅଟୋଫିଲ ଅନ୍ତର୍ଭୁକ୍ତ ହୋଇପାରେ।}other{Chromeକୁ {THRESHOLD} ମିନିଟ ପାଇଁ ବ୍ୟବହାର କରାନଗଲେ ଏହା ହୋଇଥାଏ। ଏଥିରେ ଇତିହାସ ଏବଂ ଅଟୋଫିଲ ଅନ୍ତର୍ଭୁକ୍ତ ହୋଇପାରେ।}}</translation>
<translation id="2561231791489583059">ବିପଦଜନକ ସାଇଟଗୁଡ଼ିକଠାରୁ ସୁରକ୍ଷିତ ରହିବା ପାଇଁ ଏବଂ ଆପଣଙ୍କ ପାସୱାର୍ଡଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ Chromeକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର୍ ଭାବେ ବ୍ୟବହାର କରନ୍ତୁ</translation>
<translation id="2574249610672786438">ଆପଣ Chrome ବ୍ୟବହାର କରୁଥିବା ଯେ କୌଣସି ସ୍ଥାନରୁ ଆପଣଙ୍କ ଟାବଗୁଡ଼ିକ ଦେଖିବାକୁ, ଆପଣଙ୍କ ସମସ୍ତ ଡିଭାଇସରେ ସାଇନ୍ ଇନ୍ କରନ୍ତୁ</translation>
<translation id="2576431527583832481">Chromium ଏବେ ଉନ୍ନତ ହୋଇଯାଇଛି! ଗୋଟିଏ ନୂଆ ସଂସ୍କରଣ ଉପଲବ୍ଧ ଅଛି।</translation>
<translation id="257708665678654955">ଆପଣ କ’ଣ ଚାହୁଁଛନ୍ତି ଯେ Google Chrome ପରବର୍ତ୍ତୀ ସମୟରେ ଏହି ସାଇଟ୍‌ର <ph name="LANGUAGE_NAME" /> ପୃଷ୍ଠାଗୁଡ଼ିକର ଅନୁବାଦ କରିବା ଅଫର୍‌ ଦେଉ?</translation>
<translation id="2668242166988961773">Chromeରେ ଭଏସ ମାଧ୍ୟମରେ ସର୍ଚ୍ଚ କରନ୍ତୁ।</translation>
<translation id="2703746758996815929">ଉପଯୋଗୀ Chrome ଟିପ୍ସ ପାଇବା ପାଇଁ ଆପଣଙ୍କ iOS ସେଟିଂସରେ ବିଜ୍ଞପ୍ତିଗୁଡ଼ିକୁ ଚାଲୁ କରନ୍ତୁ।</translation>
<translation id="2728851697704606655">Google Lens ମାଧ୍ୟମରେ ଅନୁବାଦ କରନ୍ତୁ</translation>
<translation id="2736805085127235148">ଆପଣଙ୍କ ଡିଭାଇସ ସେଟିଂସରେ Chrome ବିଜ୍ଞପ୍ତିଗୁଡ଼ିକ ବର୍ତ୍ତମାନ ବନ୍ଦ ଅଛି।</translation>
<translation id="2767464022270041271">ସେଭ କରାଯାଇଥିବା କୌଣସି ପାସୱାର୍ଡ ନାହିଁ। ଆପଣ ଆପଣଙ୍କ ପାସୱାର୍ଡଗୁଡ଼ିକୁ ସେଭ କଲେ Google Password Manager ସେଗୁଡ଼ିକୁ ଯାଞ୍ଚ କରିପାରିବ।</translation>
<translation id="2788811701191021538">Chromeରେ ପେମେଣ୍ଟ ପଦ୍ଧତି ସେଟିଂ ପୃଷ୍ଠା ଖୋଲେ।</translation>
<translation id="2876628302275096482"><ph name="BEGIN_LINK" />Chrome ଆପଣଙ୍କ ଡାଟାକୁ କିପରି ପ୍ରାଇଭେଟ ରଖେ<ph name="END_LINK" /> ସେ ବିଷୟରେ ଅଧିକ ଜାଣନ୍ତୁ</translation>
<translation id="288992067439702510">ଆପଣ Google Chromeର <ph name="LIMIT" /> ବୁକମାର୍କର ସୀମାରେ ପହଞ୍ଚିଯାଇଛନ୍ତି, ତେଣୁ ଆପଣଙ୍କର କିଛି ବୁକମାର୍କ ଏପର୍ଯ୍ୟନ୍ତ ଆପଣଙ୍କ Google ଆକାଉଣ୍ଟରେ ସେଭ ହୋଇନାହିଁ।

ଆପଣ କିଛି ବୁକମାର୍କକୁ ଡିଲିଟ ନକରିବା ପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟରେ ନୂଆ ବୁକମାର୍କଗୁଡ଼ିକୁ ସେଭ କରାଯାଇପାରିବ ନାହିଁ। ଯଦି ଆପଣ ବର୍ତ୍ତମାନ ସାଇନ ଆଉଟ କରନ୍ତି, ତେବେ ସେଭ ହୋଇନଥିବା ବୁକମାର୍କଗୁଡ଼ିକ ଡିଲିଟ ହୋଇଯିବ।</translation>
<translation id="2901621928549457170">ଆପଣଙ୍କ iPadରେ ଆପଣ ଥିବା ସମୟରେ Chromeକୁ ତୁରନ୍ତ ଖୋଲନ୍ତୁ</translation>
<translation id="2922914028977213693">ଆପଣଙ୍କ iPadରେ Chromeରୁ ସବୁଠୁ ଅଧିକ ସୁବିଧା ପାଇବା ପାଇଁ ଏଠାରେ ଟାପ କରନ୍ତୁ।</translation>
<translation id="292371311537977079">Chrome ସେଟିଂସ</translation>
<translation id="2923827943290349720">ଆପଣ Chrome ବନ୍ଦ କରିବା ସମୟରେ ଇନକଗ୍ନିଟୋ ଟାବଗୁଡ଼ିକୁ ଲକ୍ କରନ୍ତୁ</translation>
<translation id="2940565985148833945">Chrome ଟିପ: Lens ମାଧ୍ୟମରେ ସର୍ଚ୍ଚ କରନ୍ତୁ</translation>
<translation id="2957447865124070833"><ph name="BEGIN_BOLD" />Chrome<ph name="END_BOLD" /> ଚୟନ କରନ୍ତୁ</translation>
<translation id="2986402782150919988">Chromeରେ ବୁକମାର୍କଗୁଡ଼ିକ ଯୋଗ କରନ୍ତୁ</translation>
<translation id="3027236223714901838">ଆପଣଙ୍କ ପାସକୀଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଆପଣ ପ୍ରଥମେ ଏକ ରିକଭରି PIN ତିଆରି କରିବା ଆବଶ୍ୟକ।

        Google Password Managerରେ ପାସକୀଗୁଡ଼ିକୁ ସେଭ କରାଯାଏ, ଯାହା ଆପଣଙ୍କୁ ସେଗୁଡ଼ିକୁ ଯେ କୌଣସି ଡିଭାଇସରେ Chromeରେ ବ୍ୟବହାର କରିବାକୁ ଦିଏ।</translation>
<translation id="3030414234702425231">ଯେହେତୁ ଆପଣ <ph name="SIGNOUT_MANAGED_DOMAIN" />ଙ୍କ ଦ୍ଵାରା ପରିଚାଳିତ ଏକ ଆକାଉଣ୍ଟରୁ ସାଇନ୍ ଆଉଟ୍ କରୁଛନ୍ତି, ଏହି ଡିଭାଇସ୍‌ରୁ ଆପଣଙ୍କର Chrome ଡାଟା ଡିଲିଟ୍ କରାଯିବ। ଆପଣଙ୍କର ଡାଟା ଆପଣଙ୍କ Google ଆକାଉଣ୍ଟରେ ରହିବ।</translation>
<translation id="3042447686908081308">Chromeକୁ ଇମ୍ପୋର୍ଟ କରନ୍ତୁ</translation>
<translation id="3051521853355903257">Chromeରେ ପାସୱାର୍ଡଗୁଡ଼ିକୁ ପରିଚାଳନା କରନ୍ତୁ</translation>
<translation id="309672519329227863">ଅନ୍ୟ ସମସ୍ତ ଆପ୍ସରେ ଆପଣଙ୍କ Chrome ପାସୱାର୍ଡ ଏବଂ ଆହୁରି ଅନେକ କିଛି ଆକ୍ସେସ କରନ୍ତୁ।</translation>
<translation id="3109170945534582468">Chrome କାର୍ଯ୍ୟ</translation>
<translation id="3140589780564632473">Chromeରେ ଭିଜୁଆଲଗୁଡ଼ିକୁ ସର୍ଚ୍ଚ କରନ୍ତୁ</translation>
<translation id="314782365035065913">ଆପଣଙ୍କ ହୋମ ସ୍କ୍ରିନ ଡକରୁ Chromeକୁ ଶୀଘ୍ର ଆକ୍ସେସ କରନ୍ତୁ</translation>
<translation id="3167189358072330585">ଆପଣଙ୍କ ଆକାଉଣ୍ଟ Google Chromeରେ କାର୍ଯ୍ୟ କରେ ନାହିଁ। ଦୟାକରି ଆପଣଙ୍କ ଡୋମେନ୍ ବ୍ୟବସ୍ଥାପକଙ୍କ ସହ ଯୋଗାଯୋଗ କରନ୍ତୁ କିମ୍ବା ସାଇନ୍ ଇନ୍ କରିବା ପାଇଁ ଏକ ନିୟମିତ Google ଆକାଉଣ୍ଟ ବ୍ୟବହାର କରନ୍ତୁ।</translation>
<translation id="322254490661677575">ଆପଣଙ୍କ Google ଆକାଉଣ୍ଟରେ Chrome ଡାଟା ବ୍ୟବହାର ଏବଂ ସେଭ କରିବାକୁ ଆପଣଙ୍କ ପାସଫ୍ରେଜ ଲେଖନ୍ତୁ।</translation>
<translation id="3303503998967553377">iOSରେ Chrome କାର୍ଯ୍ୟଗୁଡ଼ିକ ବ୍ୟବହାର କରନ୍ତୁ</translation>
<translation id="3348862487678490430">Chromeରେ ପଢ଼ିବା ତାଲିକା ଆଇଟମ ଯୋଗ କରନ୍ତୁ</translation>
<translation id="3350281376951945723">ଆପଣ Chromeକୁ ଡିଫଲ୍ଟ ଭାବେ ସେଟ କଲେ ଲିଙ୍କଗୁଡ଼ିକୁ ଶୀଘ୍ର ଖୋଲନ୍ତୁ</translation>
<translation id="3357827134511189025">ଅଟୋଫିଲ ପାଇଁ Chrome ବ୍ୟବହାର କରି ଯେ କୌଣସି ଆପରୁ ଆପଣଙ୍କର ସେଭ କରାଯାଇଥିବା ପାସୱାର୍ଡ ଏବଂ ପାସକୀଗୁଡ଼ିକ ମାଧ୍ୟମରେ ସାଇନ ଇନ କରନ୍ତୁ</translation>
<translation id="3360031466389132716">{THRESHOLD,plural, =1{Chromeକୁ {THRESHOLD} ମିନିଟ ପାଇଁ ବ୍ୟବହାର କରାନଗଲେ ଏହା ହୋଇଥାଏ}other{Chromeକୁ {THRESHOLD} ମିନିଟ ପାଇଁ ବ୍ୟବହାର କରାନଗଲେ ଏହା ହୋଇଥାଏ}}</translation>
<translation id="3367797402528056312">Chrome ସେଟ ଅପ କରିବା ସମ୍ପୂର୍ଣ୍ଣ କରନ୍ତୁ</translation>
<translation id="3371064404604898522">Chromeକୁ ଡିଫଲ୍ଟ ବ୍ରାଉଜର ଭାବେ ସେଟ କରନ୍ତୁ</translation>
<translation id="3399930248910934354">Chrome ସେଟିଂସ୍ ଖୋଲନ୍ତୁ</translation>
<translation id="3440830787838130530">Google Password Managerରେ ଆପଣଙ୍କ ପରିବାର ଗୋଷ୍ଠୀ ସହିତ ସହଜରେ ଏବଂ ସୁରକ୍ଷିତ ଭାବରେ ଏକ ପାସୱାର୍ଡର ଗୋଟିଏ କପି ସେୟାର କରନ୍ତୁ</translation>
<translation id="3460369101684070455">ଆପଣଙ୍କ ଅନ୍ୟ ଆପ୍ସରେ ଆପଣଙ୍କର ସେଭ କରାଯାଇଥିବା ପାସୱାର୍ଡଗୁଡ଼ିକୁ ସହଜରେ ପାଇବାକୁ ଅଟୋଫିଲ ପାଇଁ Chromeକୁ ବାଛନ୍ତୁ</translation>
<translation id="3472587960215700950">Chrome ଚିହ୍ନଟ କରାଯାଇଥିବା ଠିକଣାଗୁଡ଼ିକ ବିଷୟରେ ଆପଣଙ୍କୁ ଦିଗନିର୍ଦ୍ଦେଶ ଏବଂ ସ୍ଥାନୀୟ ସୂଚନା ଦେବା ନିମନ୍ତେ Google Maps ବ୍ୟବହାର କରେ।</translation>
<translation id="3482807551645716768">ଆପଣଙ୍କ iPadର ହୋମ ସ୍କ୍ରିନରୁ Chromeକୁ ଶୀଘ୍ର ଆକ୍ସେସ କରନ୍ତୁ।</translation>
<translation id="3491067552520121605">ଦେଖାଯାଇଥିବା ସାଇଟଗୁଡ଼ିକ ପାଇଁ ଆପଣଙ୍କର Google Password Managerରେ ପୂର୍ବରୁ ପାସୱାର୍ଡ କିମ୍ବା ପାସକୀଗୁଡ଼ିକ ଅଛି। Google Password Managerରେ ଥିବା ସୂଚନାକୁ ଓଭରରାଇଟ କରି ଦେଖାଯାଇଥିବା ସାଇନ-ଇନ ସୂଚନାକୁ ରଖିବା ପାଇଁ ଏକ ଆକାଉଣ୍ଟ ଚୟନ କରନ୍ତୁ।</translation>
<translation id="3503014945441706099">ଏହି Chrome ପ୍ରୋଫାଇଲ ପାଇଁ ମଧ୍ୟ ଉନ୍ନତ ସୁରକ୍ଷିତ ବ୍ରାଉଜିଂ ପାଆନ୍ତୁ</translation>
<translation id="3522659714780527202">ଆପଣ Chrome ବ୍ୟବହାର କରୁଥିବା ଯେ କୌଣସି ସ୍ଥାନରୁ ଆପଣଙ୍କ ଟାବଗୁଡ଼ିକ ଦେଖିବାକୁ, ସିଙ୍କ୍ ଚାଲୁ କରନ୍ତୁ</translation>
<translation id="364480321352456989">ଆପଣଙ୍କ Chrome ପୁରୁଣା ଅଟେ।</translation>
<translation id="3646736009628185125">ଆପଣଙ୍କ ପରିବାରର ସଦସ୍ୟ ଏବେ ପାସୱାର୍ଡଗୁଡ଼ିକ ପାଇପାରିବେ ନାହିଁ। Chrome ଅପଡେଟ କରି ତାଙ୍କ ପାସୱାର୍ଡଗୁଡ଼ିକୁ ସିଙ୍କ କରିବାକୁ ତାଙ୍କୁ କୁହନ୍ତୁ। <ph name="BEGIN_LINK" />ଅଧିକ ଜାଣନ୍ତୁ<ph name="END_LINK" /></translation>
<translation id="3655656110921623717">ଏହାର ଅର୍ଥ ପ୍ରତ୍ୟେକ ଥର Chrome ଏକ ମୋବାଇଲ ସାଇଟ ଅନୁରୋଧ କରିବ।</translation>
<translation id="3740397331642243698">ଇନପୁଟ୍ କରାଯାଇଥିବା URLଗୁଡ଼ିକୁ Google Chromeରେ ଇନକଗ୍ନିଟୋ ମୋଡରେ ଖୋଲା ଯାଇଥାଏ।</translation>
<translation id="3741995255368156336">Chrome ପଢ଼ିବା ତାଲିକା ଖୋଲେ।</translation>
<translation id="3827545470516145620">ଏହି ଡିଭାଇସରେ ଆପଣ ଷ୍ଟାଣ୍ଡାର୍ଡ ସୁରକ୍ଷା ପାଉଛନ୍ତି</translation>
<translation id="384394811301901750">Google Chrome ବର୍ତ୍ତମାନ କ୍ୟାମେରା ବ୍ୟବହାର କରିପାରିବ ନାହିଁ</translation>
<translation id="3863841106411295595">Chromeରେ ଆପଣଙ୍କ ପଢ଼ିବା ତାଲିକାରେ ଇନପୁଟ ହୋଇଥିବା URLଗୁଡ଼ିକ ଯୋଗ କରେ।</translation>
<translation id="3878515067127964393">କପି କରିବା ଏଡ଼ାନ୍ତୁ। Chromeକୁ ଆପଣଙ୍କ ଡିଫଲ୍ଟ iOS ବ୍ରାଉଜର ଭାବେ ସେଟ କରନ୍ତୁ।</translation>
<translation id="3901001113120561395">Chromeରୁ ସବୁଠୁ ଅଧିକ ସୁବିଧା ପାଆନ୍ତୁ।</translation>
<translation id="3913386780052199712">Chromeରେ ସାଇନ୍ ଇନ୍ କରନ୍ତୁ</translation>
<translation id="3913747277937572860">Chromeକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର କରନ୍ତୁ ଏବଂ ୱେବ ବିଷୟବସ୍ତୁକୁ ସ୍ୱତଃ ଖୋଲନ୍ତୁ।</translation>
<translation id="3984746313391923992">ଆପଣଙ୍କ ସଂସ୍ଥା ପାଇଁ ଆପଣଙ୍କୁ Chromeରୁ ସାଇନ୍ ଆଉଟ୍ କରି ରହିବାର ଆବଶ୍ୟକତା ଅଛି।</translation>
<translation id="3988789688219830639">Google Chrome ପାଖରେ ଆପଣଙ୍କର ଫଟୋ ଏବଂ ଭିଡିଓଗୁଡ଼ିକ ପାଇଁ ଆକ୍ସେସ ନାହିଁ। 'iOS ସେଟିଂସ &gt; ଗୋପନୀୟତା &gt; ଫଟୋସ'ରେ ଆକ୍ସେସ ସକ୍ଷମ କରନ୍ତୁ।</translation>
<translation id="4064699917955374540">ଆପଣଙ୍କ Google ଆକାଉଣ୍ଟରେ Chrome ଡାଟା ବ୍ୟବହାର ଏବଂ ସେଭ କରିବାକୁ ଏହା ଆପଣ ବୋଲି ଯାଞ୍ଚ କରନ୍ତୁ।</translation>
<translation id="411154422556990518">ମୂଲ୍ୟ ଟ୍ରାକିଂ ଅପଡେଟ ଏବଂ Chrome ଟିପ୍ସ ବିଷୟରେ ଜାଣନ୍ତୁ।</translation>
<translation id="417201473131094001">Chrome Canaryରେ ସମର୍ଥିତ ନୁହେଁ</translation>
<translation id="424864128008805179">Chromeରୁ ସାଇନ୍‌ ଆଉଟ୍‍ କରିବେ?</translation>
<translation id="4314240881330431451">ଆପଣ ଯାହା ଦେଖୁଛନ୍ତି ତାହା ସର୍ଚ୍ଚ କରିବାକୁ Chromeରେ Google Lens ବ୍ୟବହାର କରିପାରିବେ</translation>
<translation id="4409545895715116037">ନିମ୍ନଲିଖିତ ପାସକୀଗୁଡ଼ିକ Google Password Managerରେ ଇମ୍ପୋର୍ଟ କରାଯାଇନାହିଁ, କାରଣ ସେଗୁଡ଼ିକ ଆବଶ୍ୟକତାଗୁଡ଼ିକ ସହିତ ମେଳ ହେଉନାହିଁ।</translation>
<translation id="4430797724889237570">Chromeରେ Gmail, Maps, YouTube ଏବଂ ଅନ୍ୟ ଆପ୍ସରୁ ଲିଙ୍କଗୁଡ଼ିକୁ ଖୋଲନ୍ତୁ</translation>
<translation id="447252321002412580">Chromeର ବୈଶିଷ୍ଟ୍ୟଗୁଡ଼ିକୁ ଏବଂ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାରେ ସାହାଯ୍ୟ କରେ</translation>
<translation id="4523886039239821078">କିଛି ଏଡ୍-ଅନ୍ କାରଣରୁ Chrome କ୍ରାଶ୍ ହୋଇଯାଉଛି। ଦୟାକରି ଅନ୍‌ଇନ୍‌ଷ୍ଟଲ୍ କରନ୍ତୁ:</translation>
<translation id="4568024439284012497">ଆପଣଙ୍କ iPhoneର ହୋମ ସ୍କ୍ରିନରୁ Chromeକୁ ଶୀଘ୍ର ଆକ୍ସେସ କରନ୍ତୁ।</translation>
<translation id="4574806550936185355">"Chromeକୁ ବନ୍ଦ କଲେ ଇନକଗ୍ନିଟୋ ଟାବଗୁଡ଼ିକୁ ଲକ କରନ୍ତୁ"କୁ ଚାଲୁ କରନ୍ତୁ</translation>
<translation id="4633328489441962921">ଅପଡେଟଗୁଡ଼ିକ ଅଛି ନା ନାହିଁ ତାହା Chrome ଯାଞ୍ଚ କରିପାରିବ ନାହିଁ</translation>
<translation id="4636900170638246267">ଏହି ସାଇଟ ଏବଂ Chromeରେ ସାଇନ ଇନ କରନ୍ତୁ।</translation>
<translation id="4647910807533196601">Chromeରେ ମୋ ନବୀନତମ ଟାବ ଖୋଲନ୍ତୁ।</translation>
<translation id="4693084815234024320">ଆପଣ Chrome ଇନକଗ୍ନିଟୋରେ ଅଛନ୍ତି</translation>
<translation id="4713740144985377441">ଆପଣଙ୍କ ଫାଇଲ ଅପଲୋଡ କରିବାକୁ Chromeକୁ ଫେରନ୍ତୁ</translation>
<translation id="4724297637870447613">ସବୁ ସ୍ଥାନରେ Chrome ବ୍ୟବହାର କରନ୍ତୁ</translation>
<translation id="4738647308035481133">Google Chrome ପୃଷ୍ଠା</translation>
<translation id="4742795653798179840">ଡିଲିଟ କରାଯାଇଥିବା Chrome ଡାଟା</translation>
<translation id="4761869838909035636">Chrome ସୁରକ୍ଷା ଯାଞ୍ଚ ଚଲାନ୍ତୁ</translation>
<translation id="4798859546468762093">ପର୍ସନାଲାଇଜେସନ ଏବଂ ଅନ୍ୟ ଫିଚରଗୁଡ଼ିକ ପାଇବାକୁ <ph name="FEATURE_NAME_1" /> ଏବଂ <ph name="FEATURE_NAME_2" />ରେ Chrome ଅନ୍ତର୍ଭୁକ୍ତ କରନ୍ତୁ</translation>
<translation id="4819268619367838612">ଆପକୁ ଉନ୍ନତ କରିବାରେ ସାହାଯ୍ୟ କରିବା ପାଇଁ Chrome, Googleକୁ ବ୍ୟବହାର ଏବଂ କ୍ରାସ ଡାଟା ପଠାଏ। <ph name="BEGIN_LINK" />ପରିଚାଳନା କରନ୍ତୁ<ph name="END_LINK" /></translation>
<translation id="4830799082179398588">Chromeକୁ ନିଜର ଡିଫଲ୍ଟ ବ୍ରାଉଜର କରିବେ?</translation>
<translation id="484033449593719797">Chrome ବିଟାରେ ସମର୍ଥିତ ନୁହେଁ</translation>
<translation id="4840404732697892756">ଆପଣ ଆପଣଙ୍କ Google ଆକାଉଣ୍ଟ ମାଧ୍ୟମରେ ସାଇନ ଇନ କଲେ, Google Password Manager ଆପଣଙ୍କ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ।</translation>
<translation id="4903674399067644695">Chromeରୁ ସବୁଠୁ ଅଧିକ ସୁବିଧା କିପରି ପାଇବେ ସେ ବିଷୟରେ ଏହି କାର୍ଡ ଆପଣଙ୍କୁ ପରାମର୍ଶ ଦେଖାଏ।</translation>
<translation id="49200511069271369">ଆପଣ ସାଇନ ଇନ କରୁଥିବା ଆକାଉଣ୍ଟ ଏବଂ Chromeକୁ କିପରି ବ୍ୟବହାର କରାଯାଇପାରିବ ତାକୁ ଆପଣଙ୍କ ସଂସ୍ଥା, <ph name="DOMAIN" />, ପରିଚାଳନା କରେ। ଆପଣଙ୍କ ଆଡମିନିଷ୍ଟ୍ରେଟର ନିର୍ଦ୍ଦିଷ୍ଟ ଫିଚରଗୁଡ଼ିକୁ ସେଟ ଅପ କିମ୍ବା ପ୍ରତିବନ୍ଧିତ କରିପାରିବେ।</translation>
<translation id="4925322001044117929">ଡିଫଲ୍ଟ ଭାବରେ iPadରେ Chrome ବ୍ୟବହାର କରନ୍ତୁ</translation>
<translation id="496747131578053942">Chrome ଟିପ: ଆପଣ ଯାହା ଦେଖୁଛନ୍ତି ତାହା Google Lens ମାଧ୍ୟମରେ ସର୍ଚ୍ଚ କରନ୍ତୁ</translation>
<translation id="498985224078955265">ଅନ୍ୟ ଏକ ଡିଭାଇସକୁ ଏହି ଟାବ ପଠାଇବା ପାଇଁ ଉଭୟ ଡିଭାଇସରେ ଥିବା Chromeରେ ସାଇନ ଇନ କରନ୍ତୁ।</translation>
<translation id="5030102366287574140">ଡାଟା ଉଲ୍ଲଙ୍ଘନ, ଅସୁରକ୍ଷିତ ୱେବସାଇଟ୍ ଏବଂ ଆହୁରି ଅନେକ କିଛିରୁ Chrome ଆପଣଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିପାରିବ।</translation>
<translation id="5109169629909011627">Chrome ବୁକମାର୍କଗୁଡ଼ିକ ଦେଖନ୍ତୁ</translation>
<translation id="5112925986883715005">Chrome ପଢ଼ିବା ତାଲିକା ଦେଖନ୍ତୁ</translation>
<translation id="5116239826668864748">ଆପଣ ମେସେଜ, ଡକ୍ୟୁମେଣ୍ଟ ଏବଂ ଅନ୍ୟ ଆପ୍ସରେ ଥିବା ଲିଙ୍କରେ ଟାପ କରି ଯେ କୌଣସି ସମୟରେ Chromeକୁ ବ୍ୟବହାର କରିପାରିବେ</translation>
<translation id="5119391094379141756">Chrome ଚୟନ କରନ୍ତୁ</translation>
<translation id="5123188916260706415">Chromeରେ ଭଏସ ମାଧ୍ୟମରେ ସର୍ଚ୍ଚ କରନ୍ତୁ</translation>
<translation id="5162467219239570114">Chromeର ସଂସ୍କରଣ ପୁରୁଣା ଅଟେ। ଯଦି <ph name="BEGIN_LINK" />ଆପ୍ ଷ୍ଟୋର<ph name="END_LINK" />ରେ କୌଣସି ଅପଡେଟ୍ ଉପଲବ୍ଧ ନାହିଁ, ତେବେ ଏହା ହୋଇପାରେ ଯେ ଆପଣଙ୍କ ଡିଭାଇସ୍ Chromeର ନୂଆ ସଂସ୍କରଣକୁ ଆଉ ସମର୍ଥନ କରୁନାହିଁ।</translation>
<translation id="5172049865623113551">ଆପଣଙ୍କ iPhoneରେ ଆପଣ ଥିବା ସମୟରେ ତୁରନ୍ତ Chrome ଖୋଲନ୍ତୁ</translation>
<translation id="5179095426828744632">ଆପଣଙ୍କ ଡକରୁ Chromeକୁ ଶୀଘ୍ର ଆକ୍ସେସ କରନ୍ତୁ</translation>
<translation id="5184329579814168207">Chromeରେ ଖୋଲନ୍ତୁ</translation>
<translation id="5190139289262548459">ଆପଣଙ୍କ ସଂସ୍ଥା, <ph name="DOMAIN" />, ଆପଣ ସାଇନ ଇନ କରିଥିବା ଆକାଉଣ୍ଟକୁ ଏବଂ Chromeକୁ କିପରି ବ୍ୟବହାର କରାଯାଏ, ତାହା ପରିଚାଳନା କରେ।</translation>
<translation id="5209238444239954363">Chrome ଅପଡେଟଗୁଡ଼ିକ ପାଇଁ ଯାଞ୍ଚ କରିପାରିଲା ନାହିଁ। ପରେ ପୁଣି ଚେଷ୍ଟା କରନ୍ତୁ।</translation>
<translation id="5305440589062022504">Chromeରେ Password Managerକୁ ଖୋଲେ</translation>
<translation id="5310957470610282541">ଆପଣଙ୍କର କିଛି Chrome ଡାଟା ଏପର୍ଯ୍ୟନ୍ତ ଆପଣଙ୍କ Google ଆକାଉଣ୍ଟରେ ସେଭ କରାଯାଇନାହିଁ।
ସାଇନ ଆଉଟ କରିବା ପୂର୍ବରୁ କିଛି ମିନିଟ ଅପେକ୍ଷା କରି ଦେଖନ୍ତୁ। ଯଦି ଆପଣ ବର୍ତ୍ତମାନ ସାଇନ ଆଉଟ କରନ୍ତି, ତେବେ ଏହି ଡାଟା ଡିଲିଟ ହୋଇଯିବ।</translation>
<translation id="5342685492141499976"><ph name="USER_EMAIL" /> ପାଇଁ ଆପଣଙ୍କ ଡାଟା Google Password Managerରେ ସେଭ କରାଯିବ</translation>
<translation id="5389212809648216794">Google Chrome ଆପଣଙ୍କର କ୍ୟାମେରା ବ୍ୟବହାର କରିପାରିବ ନାହିଁ କାରଣ ଏହା ଅନ୍ୟ ଏକ ଆପ୍ଲିକେସନ୍ ଦ୍ଵାରା ବ୍ୟବହାର ହେଉଛି</translation>
<translation id="5395376160638294582">ଆପଣ ସର୍ବଦା ଆପଣଙ୍କ Google ଆକାଉଣ୍ଟରେ Chrome ଡାଟା ବ୍ୟବହାର କରିପାରିବେ ବୋଲି ସୁନିଶ୍ଚିତ କରନ୍ତୁ</translation>
<translation id="5404252374083197467">Chromeକୁ ଡିଫଲ୍ଟ ଭାବେ ସେଟ କରିବେ?</translation>
<translation id="5439191312780166229">Google ପୂର୍ବରୁ ଜାଣିନଥିଲେ ମଧ୍ୟ ଏହା ଷ୍ଟାଣ୍ଡାର୍ଡ ସୁରକ୍ଷା ଅପେକ୍ଷା ସାଇଟଗୁଡ଼ିକରୁ ଅଧିକ ଡାଟା ବିଶ୍ଳେଷଣ କରି ବିପଦଜନକ ସାଇଟଗୁଡ଼ିକ ବିଷୟରେ ଚେତାବନୀ ଦେଇଥାଏ। ଆପଣ Chrome ଚେତାବନୀଗୁଡ଼ିକ ବାଦ ଦେବା ପାଇଁ ବାଛିପାରିବେ।</translation>
<translation id="5453077102022695084">Chromeକୁ ଡିଫଲ୍ଟ ଭାବେ କିପରି ସେଟ କରିବେ ତାହାର ପୂର୍ଣ୍ଣ ସ୍କ୍ରିନ ଭିଡିଓ</translation>
<translation id="5460571915754665838">4. Chrome ଚୟନ କରନ୍ତୁ</translation>
<translation id="5492504007368565877">Google Password Manager ଆପଣଙ୍କ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ ନାହିଁ।</translation>
<translation id="5525095647255982834">ଅନ୍ୟ ଏକ ଡିଭାଇସକୁ ଏହି ଟାବ ପଠାଇବା ପାଇଁ ସେଥିରେ ଥିବା Chromeରେ ସାଇନ ଇନ କରନ୍ତୁ।</translation>
<translation id="5527026824954593399">“Chromeରେ Google Maps ମାଧ୍ୟମରେ ଭ୍ୟୁ କରନ୍ତୁ”ରେ ଟାପ କରନ୍ତୁ।</translation>
<translation id="5552137475244467770">Chrome ସମୟେ ସମୟେ ଅନ୍‌ଲାଇନ୍‌ରେ ପ୍ରକାଶ କରାଯାଇଥିବା ତାଲିକାଗୁଡ଼ିକ ଅନୁଯାୟୀ ଆପଣଙ୍କ ପାସ୍‌ୱାର୍ଡଗୁଡ଼ିକର ଯାଞ୍ଚ କରିଥାଏ। ଏପରି କରିବା ବେଳେ, ଆପଣଙ୍କର ପାସ୍‌ୱାର୍ଡ ଏବଂ ଉପଯୋଗକର୍ତ୍ତାନାମଗୁଡ଼ିକ ଏନ୍‌କ୍ରିପ୍ଟ କରାଯାଇଥାଏ, ଯାହାଫଳରେ ସେଗୁଡ଼ିକ Google ସମେତ ଅନ୍ୟ କାହା ଦ୍ୱାରା ପଢ଼ାଯାଇ ପାରିବ ନାହିଁ।</translation>
<translation id="5554520618550346933">ଆପଣ ଏକ ପାସୱାର୍ଡ ବ୍ୟବହାର କରିବା ସମୟରେ, ଯଦି ଏହାକୁ ଅନଲାଇନରେ ବ୍ୟବହାର କରାଯାଇଛି ତେବେ Chrome ଆପଣଙ୍କୁ ଚେତାବନୀ ଦିଏ। ଏହା କରିବା ସମୟରେ, ଆପଣଙ୍କ ପାସୱାର୍ଡ ଏବଂ ଉପଯୋଗକର୍ତ୍ତାନାମଗୁଡ଼ିକୁ ଏନକ୍ରିପ୍ଟ କରାଯାଇଥାଏ, ତେଣୁ Google ସମେତ କୌଣସି ବ୍ୟକ୍ତି ସେଗୁଡ଼ିକୁ ପଢ଼ିପାରିବେ ନାହିଁ।</translation>
<translation id="5601180634394228718">ଆପଣଙ୍କ Chrome ଅନୁଭୂତିକୁ ଉନ୍ନତ କରିବା ପାଇଁ ଡାଟା ବ୍ୟବହାର କରୁଥିବା ଅଧିକ ସେଟିଂସ ନିମନ୍ତେ <ph name="BEGIN_LINK" />Google ସେବାଗୁଡ଼ିକୁ<ph name="END_LINK" /> ଯାଆନ୍ତୁ।</translation>
<translation id="5639704535586432836">ସେଟିଂସ &gt; ଗୋପନୀୟତା&gt; କ୍ୟାମେରା&gt; Google Chrome ଖୋଲନ୍ତୁ ଏବଂ କ୍ୟାମେରା ଚାଲୁ କରନ୍ତୁ।</translation>
<translation id="5642200033778930880">Google Chrome, ଆପଣଙ୍କର କ୍ୟାମେରାକୁ ସ୍ପ୍ଲିଟ୍-ଭ୍ୟୁ ମୋଡ୍‌ରେ ବ୍ୟବହାର କରିପାରିବ ନାହିଁ</translation>
<translation id="5661521615548540542">Google Password Manager ସମସ୍ତ ପାସୱାର୍ଡକୁ ଯାଞ୍ଚ କରିପାରିଲା ନାହିଁ। ପରେ ପୁଣି ଚେଷ୍ଟା କରନ୍ତୁ।</translation>
<translation id="5681291952421236520">Chromeକୁ ଟୋଗଲ କରନ୍ତୁ</translation>
<translation id="5690398455483874150">{count,plural, =1{ଏବେ 1ଟି Chrome ୱିଣ୍ଡୋ ଦେଖାଉଛି}other{ଏବେ {count}ଟି Chrome ୱିଣ୍ଡୋ ଦେଖାଉଛି}}</translation>
<translation id="5690427481109656848">Google LLC</translation>
<translation id="5709557627224531708">Chromeକୁ ଆପଣଙ୍କର ଡିଫଲ୍ଟ ବ୍ରାଉଜର୍‌ ଭାବେ ସେଟ୍‌ କରନ୍ତୁ।</translation>
<translation id="571296537125272375">ଅଫଲାଇନ୍, ଅପଡେଟଗୁଡ଼ିକ ଅଛି କି ନାହିଁ ତାହା Chrome ଯାଞ୍ଚ କରିପାରିବ ନାହିଁ</translation>
<translation id="5716154293141027663">ଆପଣ ଅନ୍ୟ ଆପଗୁଡ଼ିକରେ ଥିବା ଲିଙ୍କରେ ଯେ କୌଣସି ସମୟରେ ଟାପ୍ କରି Chrome ଖୋଲନ୍ତୁ</translation>
<translation id="5752489513673657785">Google ଦ୍ୱାରା ଆପଣଙ୍କ ପାଇଁ ତିଆରି କରାଯାଇଥିବା ଏକ କଷ୍ଟମ ଫିଡ</translation>
<translation id="5772407442571703917">ଏଠାରେ Chrome ଡାଉନଲୋଡ କରନ୍ତୁ।</translation>
<translation id="5777468213129569553">Chrome ଖୋଲନ୍ତୁ</translation>
<translation id="5779767936254214055">ଆପଣ Chromeରୁ ବାହାରି ଯିବା କିମ୍ବା ଏକ ଭିନ୍ନ ଆପକୁ ସୁଇଚ କରିବା ସମୟରେ ଆପଣଙ୍କ ଇନକଗ୍ନିଟୋ ଟାବଗୁଡ଼ିକୁ ଲକ କରନ୍ତୁ।</translation>
<translation id="5808435672482059465">ଆପଣଙ୍କ Chrome ଇତିହାସ ଦେଖନ୍ତୁ</translation>
<translation id="5833027901704861726">ଆପଣଙ୍କର କିଛି Chrome ଡାଟାକୁ ଏପର୍ଯ୍ୟନ୍ତ <ph name="EMAIL" />ରେ ସେଭ କରାଯାଇନାହିଁ।
ଆକାଉଣ୍ଟ ସୁଇଚ କରିବା ପୂର୍ବରୁ କିଛି ମିନିଟ ଅପେକ୍ଷା କରି ଦେଖନ୍ତୁ। ଯଦି ଆପଣ ବର୍ତ୍ତମାନ ଆକାଉଣ୍ଟ ସୁଇଚ କରନ୍ତି, ତେବେ ଏହି ଡାଟା ଡିଲିଟ ହୋଇଯିବ।</translation>
<translation id="5853754888722423892">Google Password Managerକୁ ଇମ୍ପୋର୍ଟ କରନ୍ତୁ</translation>
<translation id="5998675059699164418">Chrome ବ୍ୟବହାର କରିବାକୁ ଆପଣଙ୍କ ସଂସ୍ଥା ଆପଣ ସାଇନ ଇନ କରିବା ଆବଶ୍ୟକ କରେ।</translation>
<translation id="6021312115739110405">Google ଦ୍ୱାରା ଆପଣଙ୍କ ପାଇଁ ତିଆରି କରାଯାଇଥିବା ଏକ କଷ୍ଟମ ଫିଡ। ନ୍ୟୁଜ, ସ୍ପୋର୍ଟ୍ସ ଏବଂ ପାଣିପାଗ ସମେତ।</translation>
<translation id="6022659036123304283">Chromeକୁ ନିଜ ପସନ୍ଦରେ ତିଆରି କରନ୍ତୁ</translation>
<translation id="6132075343662013154">ଆପଣଙ୍କ ପାସୱାର୍ଡକୁ ସେଭ କରିବା ପାଇଁ Chrome ଅଫର କରିବ</translation>
<translation id="6132149203299792222">ଆପଣଙ୍କ ପାସୱାର୍ଡ, ବୁକମାର୍କ ଏବଂ ଆହୁରି ଅନେକ କିଛି ସିଙ୍କ କରିବାକୁ ଆପଣଙ୍କ Google ଆକାଉଣ୍ଟ ମାଧ୍ୟମରେ ସାଇନ ଇନ କରନ୍ତୁ।</translation>
<translation id="6145223986912084844">Chrome</translation>
<translation id="6177442314419606057">Chromeରେ ଖୋଜନ୍ତୁ</translation>
<translation id="6181652351336379338">Chromeରେ ଭିଜୁଆଲଗୁଡ଼ିକୁ ସର୍ଚ୍ଚ କରନ୍ତୁ।</translation>
<translation id="6187085551300363958">Chrome ଟିପ: ପାସୱାର୍ଡଗୁଡ଼ିକୁ ସେଭ କରନ୍ତୁ</translation>
<translation id="6200694931081795166">Chromeକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର କରିବାକୁ:
  1. ସେଟିଂସ ଖୋଲନ୍ତୁ
  2. ଡିଫଲ୍ଟ ବ୍ରାଉଜର ଆପରେ ଟାପ କରନ୍ତୁ
  3. Chromeକୁ ଚୟନ କରନ୍ତୁ</translation>
<translation id="6238746320622508509">Chromeକୁ ଆପଣଙ୍କ ଇନକଗ୍ନିଟୋ ଟାବଗୁଡ଼ିକୁ ଲକ୍ କରିବାକୁ ଦିଅନ୍ତୁ।</translation>
<translation id="6247557882553405851">Google Password Manager</translation>
<translation id="6272822675004864999">Chromeରୁ ବିଜ୍ଞପ୍ତି ପାଇବା ପାଇଁ, ଆପଣଙ୍କ iOS ସେଟିଂସରେ ବିଜ୍ଞପ୍ତିଗୁଡ଼ିକୁ ଚାଲୁ କରନ୍ତୁ।</translation>
<translation id="6299253454218177732">Chrome ଟିପ: ଆପଣଙ୍କ ପାସୱାର୍ଡଗୁଡ଼ିକ ପାଆନ୍ତୁ</translation>
<translation id="630693926528731525">ଆପଣଙ୍କ ପାସୱାର୍ଡ ସେୟାର କରାଯାଇନାହିଁ। ଆପଣଙ୍କ ଇଣ୍ଟରନେଟ କନେକ୍ସନକୁ ଯାଞ୍ଚ କରି ଆପଣ Chromeରେ ସାଇନ ଇନ କରିଥିବା ସୁନିଶ୍ଚିତ କରନ୍ତୁ। ତା'ପରେ, ପୁଣି ଚେଷ୍ଟା କରନ୍ତୁ।</translation>
<translation id="6348855835728304880">ଏହି ଡିଭାଇସରେ ଥିବା ଅନ୍ୟ ସମସ୍ତ ଆପ୍ସରେ ଆପଣଙ୍କ Chrome ପାସୱାର୍ଡ ଏବଂ ଆହୁରି ଅନେକ କିଛିକୁ ଆକ୍ସେସ କରନ୍ତୁ।</translation>
<translation id="6373751563207403289">ସୁରକ୍ଷା ଯାଞ୍ଚ ଆପଣଙ୍କୁ ଡାଟା ଉଲ୍ଲଙ୍ଘନ, ଅସୁରକ୍ଷିତ ୱେବସାଇଟ ଏବଂ ଆହୁରି ଅନେକ କିଛିରୁ ସୁରକ୍ଷିତ ରଖିଥାଏ। Chrome ଆପଣଙ୍କ ପାଇଁ ଚିହ୍ନଟ କରୁଥିବା ଯେ କୌଣସି ଗୋପନୀୟତା କିମ୍ବା ସୁରକ୍ଷା ସମସ୍ୟା ବିଷୟରେ ଆଲର୍ଟ ପାଆନ୍ତୁ।</translation>
<translation id="6389317667633680932">Chromeରୁ ସବୁଠୁ ଅଧିକ ଲାଭ ପାଇବାରେ ଆପଣଙ୍କୁ ସାହାଯ୍ୟ କରୁଥିବା ନୂଆ ଫିଚରଗୁଡ଼ିକୁ ଏକ୍ସପ୍ଲୋର କରନ୍ତୁ।</translation>
<translation id="6412673304250309937">Chromeରେ ଷ୍ଟୋର୍ କରାଯାଇଥିବା ଅସୁରକ୍ଷିତ ସାଇଟଗୁଡ଼ିକର ଏକ ତାଲିକା ସହିତ URLଗୁଡ଼ିକୁ ଯାଞ୍ଚ କରେ। ଯଦି କୌଣସି ସାଇଟ୍ ଆପଣଙ୍କ ପାସୱାର୍ଡ ଚୋରି କରିବାକୁ ଚେଷ୍ଟା କରେ କିମ୍ବା ଆପଣ ଏକ କ୍ଷତିକାରକ ଫାଇଲ୍ ଡାଉନଲୋଡ୍ କଲେ, ପୃଷ୍ଠାର କିଛି ବିଷୟବସ୍ତୁ ସହିତ URLଗୁଡ଼ିକୁ ମଧ୍ୟ Chrome ସେଫ୍ ବ୍ରାଉଜିଂକୁ ପଠାଇପାରେ।</translation>
<translation id="6427126399757991875">ଆପଣଙ୍କ ସଂସ୍ଥା Chrome ସେଟ୍ ଅପ୍ କରୁଛି...</translation>
<translation id="6481963882741794338">ପର୍ସନାଲାଇଜେସନ ଏବଂ ଅନ୍ୟ ଉଦ୍ଦେଶ୍ୟଗୁଡ଼ିକ ପାଇଁ Chrome ଏବଂ ଅନ୍ୟ Google ସେବାଗୁଡ଼ିକ ଲିଙ୍କ କରନ୍ତୁ</translation>
<translation id="6484712497741564393"><ph name="EMAIL" /> ଭାବେ ସାଇନ ଇନ କରିଛନ୍ତି।

ଆପଣଙ୍କ ପାସଫ୍ରେଜ ମାଧ୍ୟମରେ ଆପଣଙ୍କ ଡାଟାକୁ ଏନକ୍ରିପ୍ଟ କରାଯାଇଛି। ଆପଣଙ୍କ Google ଆକାଉଣ୍ଟରେ Chrome ଡାଟା ବ୍ୟବହାର ଏବଂ ସେଭ କରିବା ପାଇଁ ଏହାକୁ ଲେଖନ୍ତୁ।</translation>
<translation id="6511034852811155835">ଆପଣଙ୍କ Chromeକୁ ଆପଣଙ୍କ ସହ ନିଅନ୍ତୁ</translation>
<translation id="6533470733797826516">Chrome ଅଟୋଫିଲ ସହ ଶୀଘ୍ର ସାଇନ ଇନ କରନ୍ତୁ</translation>
<translation id="6536544321553662809">ସହଜରେ ସେୟର ଏବଂ ଲିଙ୍କ ଖୋଲିବାକୁ Chromeକୁ ଆପଣଙ୍କର ଡିଫଲ୍ଟ ବ୍ରାଉଜର ଭାବରେ ସେଟ କରନ୍ତୁ</translation>
<translation id="6545449117344801102">Chrome ଆପଣଙ୍କୁ ଦିଗନିର୍ଦ୍ଦେଶ ଏବଂ ସ୍ଥାନୀୟ ସୂଚନା ଦେବା ପାଇଁ ଠିକଣାଗୁଡ଼ିକୁ ଚିହ୍ନଟ କରେ ଏବଂ Google Maps ବ୍ୟବହାର କରେ।</translation>
<translation id="660537754475262202">ଏଠାରେ ଲିଙ୍କଗୁଡ଼ିକୁ ତୁରନ୍ତ ଲଞ୍ଚ କରିବା ପାଇଁ Chromeକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର କରନ୍ତୁ।</translation>
<translation id="6611692150236062461">ଅନ୍ୟ ଆପ୍ସରେ ଆପଣଙ୍କର ସେଭ ହୋଇଥିବା ପାସୱାର୍ଡଗୁଡ଼ିକୁ ସହଜରେ ପାଇବାକୁ ଅଟୋଫିଲ ପାଇଁ Chromeକୁ ବାଛନ୍ତୁ।</translation>
<translation id="6636941099779251629">Chrome ବ୍ୟବହାର କରିବାକୁ ଆପଣଙ୍କ ସଂସ୍ଥା ପାଇଁ ଆପଣଙ୍କୁ ସାଇନ ଇନ କରିବାର ଆବଶ୍ୟକତା ଅଛି। <ph name="BEGIN_LINK" />ଅଧିକ ଜାଣନ୍ତୁ<ph name="END_LINK" /></translation>
<translation id="6646696210740573446">ଆପଣଙ୍କ IP ଠିକଣାକୁ ଲୁଚାଉଥିବା ଗୋଟିଏ ଗୋପନୀୟତା ସର୍ଭର ମାଧ୍ୟମରେ URLର ଏକ ଅସ୍ପଷ୍ଟ ଅଂଶ Googleକୁ ପଠାଏ। ଯଦି କୌଣସି ସାଇଟ ଆପଣଙ୍କ ପାସୱାର୍ଡ ଚୋରି କରିବାକୁ ଚେଷ୍ଟା କରେ କିମ୍ବା ଆପଣ ଏକ କ୍ଷତିକାରକ ଫାଇଲ ଡାଉନଲୋଡ କଲେ, Chrome ପୃଷ୍ଠାର କିଛି ବିଷୟବସ୍ତୁ ସହିତ URLଗୁଡ଼ିକୁ ମଧ୍ୟ Googleକୁ ପଠାଇପାରେ।</translation>
<translation id="6647304104688527905">Chromeରେ ଏକ ନୂଆ ଟାବ ଖୋଲେ।</translation>
<translation id="6684809838922667136">Chromeକୁ ଆହୁରି ଉନ୍ନତ କରନ୍ତୁ</translation>
<translation id="6695698548122852044">{THRESHOLD,plural, =1{Chromeକୁ {THRESHOLD} ମିନିଟ ପାଇଁ ବ୍ୟବହାର କରାନଗଲେ ଏହା ହୋଇଥାଏ। ଆପଣ ସାଇନ ଇନ କରିଥିବା ସମୟରେ କେବଳ ଏହି ଡିଭାଇସରେ ସେଭ କରାଯାଇଥିବା ଡାଟା ଡିଲିଟ ହୋଇଯିବ। ଏଥିରେ ଇତିହାସ ଏବଂ ପାସୱାର୍ଡଗୁଡ଼ିକ ଅନ୍ତର୍ଭୁକ୍ତ ହୋଇପାରେ।}other{Chromeକୁ {THRESHOLD} ମିନିଟ ପାଇଁ ବ୍ୟବହାର କରାନଗଲେ ଏହା ହୋଇଥାଏ। ଆପଣ ସାଇନ ଇନ କରିଥିବା ସମୟରେ କେବଳ ଏହି ଡିଭାଇସରେ ସେଭ କରାଯାଇଥିବା ଡାଟା ଡିଲିଟ ହୋଇଯିବ। ଏଥିରେ ଇତିହାସ ଏବଂ ପାସୱାର୍ଡଗୁଡ଼ିକ ଅନ୍ତର୍ଭୁକ୍ତ ହୋଇପାରେ।}}</translation>
<translation id="6709398533399187136">ଏକ ଡାଟା ଉଲ୍ଲଙ୍ଘନ ଯୋଗୁଁ ଆପଣଙ୍କ ପାସୱାର୍ଡଟି ଚୋରି ହୋଇଯାଇଛି। Google ପାସୱାର୍ଡ ମ୍ୟାନେଜର ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରିବା ପାଇଁ ସୁପାରିଶ କରେ।</translation>
<translation id="6820553595690137150">ପାସଫ୍ରେଜ ଏନକ୍ରିପସନରେ ପେମେଣ୍ଟ ପଦ୍ଧତି ଓ ଠିକଣାଗୁଡ଼ିକ ଅନ୍ତର୍ଭୁକ୍ତ ହୁଏ ନାହିଁ।

ଏହି ସେଟିଂକୁ ପରିବର୍ତ୍ତନ କରିବା ପାଇଁ <ph name="BEGIN_LINK" />ଆପଣଙ୍କ ଆକାଉଣ୍ଟରେ ଥିବା Chrome ଡାଟାକୁ ଡିଲିଟ କରନ୍ତୁ<ph name="END_LINK" />।</translation>
<translation id="6838525730752203626">ଡିଫଲ୍ଟ ଭାବେ Chromeକୁ ବ୍ୟବହାର କରନ୍ତୁ</translation>
<translation id="6864705365700484754">ଆପଣଙ୍କ iPhoneରେ Chromeରୁ ସବୁଠୁ ଅଧିକ ଲାଭ ପାଇବା ପାଇଁ ଏଠାରେ ଟାପ କରନ୍ତୁ।</translation>
<translation id="686691656039982452">ଆପଣଙ୍କ Google ଆକାଉଣ୍ଟରେ <ph name="BEGIN_LINK" />କେଉଁ Chrome ଡାଟାକୁ ସେଭ କରାଯିବ ତାହା ଆପଣ ପରିଚାଳନା<ph name="END_LINK" /> କରିପାରିବେ।

ଆପଣଙ୍କ Chrome ଅନୁଭୂତିକୁ ଉନ୍ନତ କରିବା ପାଇଁ ଡାଟା ବ୍ୟବହାର କରୁଥିବା ଅଧିକ ସେଟିଂସ ନିମନ୍ତେ <ph name="BEGIN_LINK" />Google ସେବାଗୁଡ଼ିକୁ<ph name="END_LINK" /> ଯାଆନ୍ତୁ।</translation>
<translation id="6922332667202044570">Chromeରେ ବ୍ରାଉଜିଂ ଡାଟା ଡିଲିଟ କରନ୍ତୁ।</translation>
<translation id="6924922227983877439">ଡିଫଲ୍ଟ ଭାବେ Chromeରେ ଲିଙ୍କଗୁଡ଼ିକୁ ଖୋଲନ୍ତୁ</translation>
<translation id="6975725306479268850">ଅଟୋଫିଲ ପାଇଁ Chrome ବାଛନ୍ତୁ</translation>
<translation id="7001031184470316752">ଆପଣଙ୍କ ଡକକୁ Chromeକୁ ମୁଭ କରନ୍ତୁ</translation>
<translation id="7038674195294813388">iOSରେ ଡିଫଲ୍ଟ ଆପ୍ସ ସେଟିଂସ ଖୋଲନ୍ତୁ, ତା'ପରେ "ବ୍ରାଉଜର ଆପ"ରେ ଟାପ କରି Chromeକୁ ଚୟନ କରନ୍ତୁ।</translation>
<translation id="7056826488869329999">Chrome ସୁରକ୍ଷା ଯାଞ୍ଚ ଖୋଲେ ଏବଂ ଚଲାଏ।</translation>
<translation id="7061455974939528301">Chrome ଆଇକନକୁ ଦବାଇ ଧରି "ହୋମ ସ୍କ୍ରିନକୁ ଏଡିଟ କରନ୍ତୁ"ରେ କ୍ଲିକ କରନ୍ତୁ</translation>
<translation id="7095110968493193530"><ph name="EMAIL" /> ପାଇଁ Google Password Managerରେ ସେଭ କରନ୍ତୁ</translation>
<translation id="7124339256045485976">Chromeକୁ ଅପ୍ ଟୁ ଡେଟ୍ ରଖନ୍ତୁ</translation>
<translation id="7145599899567697473">Chromeରେ ପାସୱାର୍ଡଗୁଡ଼ିକୁ ସେଭ କରି ଅଟୋଫିଲ କରନ୍ତୁ</translation>
<translation id="7161390184744336561">Google Chromeର ସଂସ୍କରଣ ପୁରୁଣା ଅଟେ</translation>
<translation id="7165736900384873061">Google Chrome QR ସ୍କାନର୍‌କୁ ବ୍ୟବହାର କରିବା ଆରମ୍ଭ କରନ୍ତୁ</translation>
<translation id="7175129790242719365">Chrome ଟିପ: Chromeରେ ସାଇନ ଇନ କରନ୍ତୁ</translation>
<translation id="7187993566681480880">ଯେତେବେଳେ ଆପଣ ସାଇନ୍ ଇନ୍ କରନ୍ତି ଏହା ଆପଣଙ୍କୁ Chromeରେ ସୁରକ୍ଷିତ ରଖେ ଏବଂ ଅନ୍ୟ Google ଆପଗୁଡ଼ିକରେ ଆପଣଙ୍କ ସୁରକ୍ଷାକୁ ଉନ୍ନତ କରିବା ପାଇଁ ବ୍ୟବହାର କରାଯାଇପାରେ।</translation>
<translation id="7200524487407690471">ଡାଟା ଉଲ୍ଲଙ୍ଘନ, ଅସୁରକ୍ଷିତ ୱେବସାଇଟ ଏବଂ ଆହୁରି ଅନେକ କିଛିରୁ ଆପଣଙ୍କୁ ସୁରକ୍ଷିତ ରଖିବା ପାଇଁ Chrome ସ୍ୱତଃ ପ୍ରତିଦିନ ସୁରକ୍ଷା ଯାଞ୍ଚ ଚଲାଏ। ସେଟିଂସରେ ଆପଣ ସୁରକ୍ଷା ଯାଞ୍ଚ ବିଷୟରେ ଅଧିକ ସୂଚନା ପାଇପାରିବେ।</translation>
<translation id="7214019116829172458">Chrome ଇନକଗ୍ନିଟୋ ଟାବ ଖୋଲନ୍ତୁ</translation>
<translation id="722167379782941918">Chrome ଉନ୍ନତ ସୁରକ୍ଷା ସୁପାରିଶ କରେ</translation>
<translation id="723787869754590019">ଅଟୋଫିଲ ପାଇଁ Chrome ବ୍ୟବହାର କରନ୍ତୁ</translation>
<translation id="7261678641327190792">Chrome ଆପଣଙ୍କ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ ନାହିଁ</translation>
<translation id="7272091023280308138">ପରବର୍ତ୍ତୀ ସମୟରେ ପ୍ରଥମେ URLଗୁଡ଼ିକୁ କପି ନକରି ସିଧାସଳଖ Chromeରେ ଲିଙ୍କଗୁଡ଼ିକୁ ଖୋଲନ୍ତୁ।</translation>
<translation id="7272930098487145294">ଛବିଗୁଡ଼ିକୁ ସେଭ୍ କରିବା ପାଇଁ, Chromeକୁ ଆପଣଙ୍କ ଫଟୋଗୁଡ଼ିକରେ ଯୋଗ କରିବାକୁ ଅନୁମତି ଦେବା ନିମନ୍ତେ ସେଟିଂସରେ ଟାପ୍ କରନ୍ତୁ</translation>
<translation id="7275945473750112644">ଆପଣଙ୍କ ଆକାଉଣ୍ଟ <ph name="HOSTED_DOMAIN" /> ଦ୍ୱାରା ପରିଚାଳିତ ହେଉଛି, ତେଣୁ ଆପଣଙ୍କ Chrome ଡାଟାକୁ ଏହି ଡିଭାଇସରୁ ଖାଲି କରିଦିଆଯିବ</translation>
<translation id="7284245284340063465">ଯଦି ଆପଣଙ୍କ ପାସଫ୍ରେଜକୁ ଆପଣ ଭୁଲି ଯାଇଛନ୍ତି କିମ୍ବା ଏହି ସେଟିଂକୁ ପରିବର୍ତ୍ତନ କରିବା ପାଇଁ ଚାହାଁନ୍ତି, ତେବେ <ph name="BEGIN_LINK" />ଆପଣଙ୍କ ଆକାଉଣ୍ଟରେ ଥିବା Chrome ଡାଟାକୁ ଡିଲିଟ କରନ୍ତୁ<ph name="END_LINK" />।</translation>
<translation id="7296102444587051536">iOS ପାଇଁ Chrome</translation>
<translation id="7299681342915173313">ବର୍ତ୍ତମାନ ଆପଣ ଇମେଲ, ଡକ୍ୟୁମେଣ୍ଟ ଓ ଅନ୍ୟ ଆପ୍ସରେ ଥିବା ଲିଙ୍କରେ ଯେ କୌଣସି ସମୟରେ ଟାପ କରି Chrome ବ୍ୟବହାର କରିପାରିବେ।</translation>
<translation id="7334364820047587268">ଆପଣଙ୍କ Google Password Managerରେ ଏହି ଆକାଉଣ୍ଟଗୁଡ଼ିକ ପାଇଁ ଆପଣଙ୍କର ପୂର୍ବରୁ ପାସୱାର୍ଡଗୁଡ଼ିକ ଅଛି। ଯଦି ଆପଣ ନିମ୍ନରେ ଥିବା ପାସୱାର୍ଡଗୁଡ଼ିକ ମଧ୍ୟରୁ ଗୋଟିଏ ଇମ୍ପୋର୍ଟ କରିବାକୁ ବାଛନ୍ତି, ତେବେ ଏହା ପୂର୍ବରୁ ଥିବା ପାସୱାର୍ଡକୁ ପରିବର୍ତ୍ତନ କରିବ।</translation>
<translation id="7344094882820374540">ବିପଦଜନକ ସାଇଟଗୁଡ଼ିକରୁ Chromeର ସବୁଠାରୁ ଶକ୍ତିଶାଳୀ ସୁରକ୍ଷା ପାଆନ୍ତୁ</translation>
<translation id="7349129508108954623">ଚିହ୍ନଟ କରାଯାଇଥିବା ଠିକଣାଗୁଡ଼ିକ ବିଷୟରେ ଆପଣଙ୍କୁ ଦିଗନିର୍ଦ୍ଦେଶ ଏବଂ ସ୍ଥାନୀୟ ସୂଚନା ଦେବା ନିମନ୍ତେ Google Maps ବ୍ୟବହାର କରିବା ପାଇଁ Chromeକୁ ଅନୁମତି ଦିଅନ୍ତୁ।</translation>
<translation id="7371674917547846460">ଉପଯୋଗୀ Chrome ଟିପ୍ସ ଏବଂ ଆହୁରି ଅନେକ କିଛି ବିଷୟରେ ଜାଣନ୍ତୁ।</translation>
<translation id="7394108421562933108">Chromeରେ Maps</translation>
<translation id="7400722733683201933">Google Chrome ସମ୍ବନ୍ଧରେ</translation>
<translation id="7444830584401232881">ଏହି ପାସକୀ <ph name="USER_EMAIL" /> ପାଇଁ Google Password Managerରେ ସେଭ ହୋଇଯିବ</translation>
<translation id="7466693328838535498">ସର୍ଚ୍ଚ ୱିଜେଟ ବକ୍ସରେ Chrome ଲେଖନ୍ତୁ</translation>
<translation id="7477056987201678345">Chrome ଡାଟାକୁ ଡିଲିଟ କରାଯାଉଛି…</translation>
<translation id="7492574581995589075">ଆପଣଙ୍କ ସଂସ୍ଥା ଆପଣଙ୍କର Google ଆକାଉଣ୍ଟରେ Chrome ଡାଟା ବ୍ୟବହାର କରିବା ଏବଂ ସେଭ କରିବାର କ୍ଷମତାକୁ ବନ୍ଦ କରିଦେଇଛି। ନୂଆ ବୁକମାର୍କ, ପାସୱାର୍ଡ ଏବଂ ଆହୁରି ଅନେକ କିଛିକୁ କେବଳ ଏହି ଡିଭାଇସରେ ସେଭ କରାଯିବ।</translation>
<translation id="752120807649195785">ଲିଙ୍କଗୁଡ଼ିକୁ କପି କରିବା ପରିବର୍ତ୍ତେ ଗୋଟିଏ ଟାପରେ ସେଗୁଡ଼ିକୁ ଖୋଲିବା ପାଇଁ Chromeକୁ ଡିଫଲ୍ଟ ଭାବେ ସେଟ କରନ୍ତୁ।</translation>
<translation id="7540272326042438331">Chrome ସେୟାର କରନ୍ତୁ</translation>
<translation id="7575971113404272499">Chrome ଟିପ: ଡିଫଲ୍ଟ ଭାବେ Chrome ବ୍ୟବହାର କରନ୍ତୁ</translation>
<translation id="7581063337314642333">Chromeରେ ଟାବ ଗ୍ରିଡକୁ ଭିଜିଟ କରନ୍ତୁ</translation>
<translation id="7599894504325210080">Chrome ଅଟୋଫିଲର ବିସ୍ତାରିତ ଭ୍ୟୁ</translation>
<translation id="7617512710641355143">Chromeକୁ ପରିଚାଳନା କରାଯାଏ</translation>
<translation id="7626032353295482388">Chromeକୁ ସ୍ୱାଗତ୍‌</translation>
<translation id="7634397654061173327">Chromeରେ ପିଲାଙ୍କ ସୁରକ୍ଷା ଫିଚରଗୁଡ଼ିକ ପାଇବା ପାଇଁ, ଆପଣ ଜଣେ ପିଲା ପାଇଁ ସେଟ ଅପ କରାଯାଇଥିବା ଏକ Google ଆକାଉଣ୍ଟକୁ ବ୍ୟବହାର କରିପାରିବେ କିମ୍ବା ଏକ ଆକାଉଣ୍ଟ ବିନା Chromeକୁ ବ୍ୟବହାର କରିପାରିବେ।</translation>
<translation id="7641448682796883218">Chrome ଟିପ: ଉନ୍ନତ ସୁରକ୍ଷିତ ବ୍ରାଉଜିଂ</translation>
<translation id="7642373780953416937">Chrome ଆପଣଙ୍କ ପାଇଁ ସ୍ୱତଃ ଚିହ୍ନଟ କରୁଥିବା ଯେ କୌଣସି ଗୋପନୀୟତା କିମ୍ବା ସୁରକ୍ଷା ସମସ୍ୟା ବିଷୟରେ ଆଲର୍ଟ ପାଆନ୍ତୁ।</translation>
<translation id="7660356333829433649">Chromeରୁ ଅଧିକ ଲାଭ ପାଇବା ପାଇଁ ଅଧିକ ଉପଯୋଗୀ ଟିପ୍ସ ନିମନ୍ତେ ଏଠାରେ ପୁଣି ଯାଞ୍ଚ କରନ୍ତୁ।</translation>
<translation id="7662994914830945754">ଆପଣ Chrome ବ୍ୟବହାର କରୁଥିବା ଯେ କୌଣସି ସ୍ଥାନରୁ ଆପଣଙ୍କ ଟାବଗୁଡ଼ିକ ଦେଖିବାକୁ, ସାଇନ୍ ଇନ୍ କରି ସିଙ୍କ୍ ଚାଲୁ କରନ୍ତୁ</translation>
<translation id="7693590760643069321">ବର୍ତ୍ତମାନ ଆପଣ ମେସେଜ୍, ଡକ୍ୟୁମେଣ୍ଟ ଓ ଅନ୍ୟ ଆପଗୁଡ଼ିକରେ ଥିବା ଲିଙ୍କରେ ଯେ କୌଣସି ସମୟରେ ଟାପ୍ କରି Chrome ବ୍ୟବହାର କରିପାରିବେ।</translation>
<translation id="7698568245838009292">Chrome କ୍ୟାମେରାକୁ ଆକ୍ସେସ୍ କରିବାକୁ ଚାହୁଁଛି</translation>
<translation id="7707877166818730835">Chromeରେ ମୋ ନବୀନତମ ଟାବ ଖୋଲନ୍ତୁ</translation>
<translation id="7747746207470479571">ଅଟୋଫିଲ୍ ପାଇଁ Chrome ସହ ଆପଣଙ୍କର ପାସୱାର୍ଡ ଏବଂ ପାସକୀଗୁଡ଼ିକୁ ସହଜ ଆକ୍ସେସ ପାଆନ୍ତୁ</translation>
<translation id="776305366874821582">ଆପଣଙ୍କ iPhoneର ହୋମ ସ୍କ୍ରିନ ଡକରୁ Chromeକୁ ଶୀଘ୍ର ଆକ୍ସେସ କରନ୍ତୁ।</translation>
<translation id="7780154209050837198">Chromeରୁ ସବୁଠାରୁ ଅଧିକ ସୁବିଧା ପାଇବା ପାଇଁ, ଆପଣଙ୍କ Google ଆକାଉଣ୍ଟ ମାଧ୍ୟମରେ Chromeରେ ସାଇନ ଇନ କରନ୍ତୁ।</translation>
<translation id="7787205077729386167">iOSରେ Chrome ସେଟିଂସ ଖୋଲନ୍ତୁ, ତା'ପରେ "ଡିଫଲ୍ଟ ବ୍ରାଉଜର ଆପ"ରେ ଟାପ କରି Chromeକୁ ଚୟନ କରନ୍ତୁ।</translation>
<translation id="778855399387580014">ଗୋଟିଏ ନୂଆ Chrome ଟାବ୍‌ରେ ଏକ ସର୍ଚ୍ଚ କରନ୍ତୁ।</translation>
<translation id="7792140019572081272">ଫେସ ID ମାଧ୍ୟମରେ Chrome ଆପଣଙ୍କ ସମ୍ବେଦନଶୀଳ ଡାଟାକୁ ସୁରକ୍ଷିତ ରଖେ।</translation>
<translation id="7855730255114109580">Google Chrome ଅପ୍-ଟୁ-ଡେଟ୍ ଅଛି</translation>
<translation id="787226752901403048">ଟାବ ଗ୍ରୁପଗୁଡ଼ିକରେ ସେୟାର କରିବା ଓ ଯୋଗ ଦେବା ଏବଂ ଆଇଡିଆଗୁଡ଼ିକ ଉପରେ ଏକାଠି କାମ କରିବା ପାଇଁ Chromeରେ ସାଇନ ଇନ କରନ୍ତୁ</translation>
<translation id="7897703007638178753">Chromeର ବର୍ତ୍ତମାନର ଟାବଗୁଡ଼ିକୁ ଦେଖନ୍ତୁ</translation>
<translation id="7948283758957877064">Chromeରେ ନୂଆ କଣ ଅଛି</translation>
<translation id="8000174216052461231">Chrome ଟିପ: Chromeର ସବୁଠାରୁ ଶକ୍ତିଶାଳୀ ସୁରକ୍ଷା ପାଆନ୍ତୁ</translation>
<translation id="8006014511203279255">ମେସେଜ କିମ୍ବା ଅନ୍ୟ ଆପ୍ସରେ ଥିବା ଲିଙ୍କରେ ଟାପ କରି ଆପଣ ଯେ କୌଣସି ସମୟରେ Chrome ବ୍ୟବହାର କରନ୍ତୁ।</translation>
<translation id="8014670471808569312">Chrome ଆପଣଙ୍କ ପାସୱାର୍ଡ ସେଭ କରିବା ପାଇଁ ଦେବ।</translation>
<translation id="8018153653741938705">Google Chrome ସହ ସୁରକ୍ଷିତ ରୁହନ୍ତୁ</translation>
<translation id="8022947259858476807">ଲିଙ୍କଗୁଡ଼ିକୁ ଖୋଲିବା, ୱିଜେଟଗୁଡ଼ିକରୁ ସନ୍ଧାନ କରିବା ଏବଂ ଅନ୍ୟ ଆପଗୁଡ଼ିକରେ ପାସୱାର୍ଡଗୁଡ଼ିକୁ ସ୍ୱତଃପୂରଣ କରିବା ପାଇଁ Chromeକୁ ଡିଫଲ୍ଟ ଭାବେ ବ୍ୟବହାର କରନ୍ତୁ</translation>
<translation id="804638182476029347">ମୂଲ୍ୟ ହ୍ରାସ ଆଲର୍ଟ ପାଇବା ପାଇଁ Chrome ବିଜ୍ଞପ୍ତିଗୁଡ଼ିକୁ ଅନୁମତି ଦିଅନ୍ତୁ</translation>
<translation id="8065292699993359127">Chrome ରେ ଇନକଗ୍ନିଟୋ ମୋଡରେ URLଗୁଡ଼ିକ ଖୋଲନ୍ତୁ</translation>
<translation id="8069507567842347179">ଏହି ପେକେଜକୁ ପୂର୍ବରୁ Chromeରେ ଟ୍ରାକ କରାଯାଇଛି।</translation>
<translation id="8136856065410661948">Chrome ଏବଂ Google Lensରୁ ଆପଣଙ୍କ Apple Calendarରେ ଇଭେଣ୍ଟଗୁଡ଼ିକୁ ତିଆରି କରିବା ପାଇଁ ଏହାକୁ ବ୍ୟବହାର କରାଯିବ।</translation>
<translation id="8154120522323162874">ଆପଣଙ୍କ ବ୍ରାଉଜର ସେଟ ଅପ କରିବା ଜାରି ରଖି Chromeରୁ ସବୁଠୁ ଅଧିକ ସୁବିଧା ପାଆନ୍ତୁ।</translation>
<translation id="8160472928944011082">Chrome କୁ ଅପଡେଟ୍ କରାଯାଇପାରିବ ନାହିଁ</translation>
<translation id="8213550501565480896">Chromeକୁ ଡିଫଲ୍ଟ ଭାବେ ସେଟ କରନ୍ତୁ</translation>
<translation id="8245080522851805544">ଆପଣ Chromeକୁ ବନ୍ଦ କରିବା ସମୟରେ ଡିଭାଇସ ପ୍ରମାଣୀକରଣ ମାଧ୍ୟମରେ ଆପଣଙ୍କର ବ୍ରାଉଜିଂକୁ ପ୍ରାଇଭେଟ ରଖନ୍ତୁ</translation>
<translation id="8248887045858762645">Chrome ଟିପ୍</translation>
<translation id="8265730590513812063">Chrome ମେନୁ ଖୋଲନ୍ତୁ</translation>
<translation id="8276803169904409881">ଅନ୍ୟ ଆପ୍ସରୁ ତୁରନ୍ତ ଲିଙ୍କ ଖୋଲିବାକୁ Chromeକୁ ଡିଫଲ୍ଟ ଭାବେ ସେଟ କରନ୍ତୁ।</translation>
<translation id="8284376267694582021">ପିଲାଙ୍କ ସୁରକ୍ଷା ଫିଚରଗୁଡ଼ିକ ପାଇବା ପାଇଁ, ଆପଣ ଜଣେ ପିଲା ପାଇଁ ସେଟ ଅପ କରାଯାଇଥିବା ଏକ Google ଆକାଉଣ୍ଟକୁ ବ୍ୟବହାର କରିପାରିବେ କିମ୍ବା ଏକ ଆକାଉଣ୍ଟ ବିନା Chromeକୁ ବ୍ୟବହାର କରିପାରିବେ। <ph name="BEGIN_LINK" />ଅଧିକ ଜାଣନ୍ତୁ<ph name="END_LINK" /></translation>
<translation id="8317674518145175158">ପେମେଣ୍ଟ ପଦ୍ଧତି ଏବଂ ଠିକଣାଗୁଡ଼ିକୁ ଏନକ୍ରିପ୍ଟ କରାଯିବ ନାହିଁ। Chromeରୁ ବ୍ରାଉଜିଂ ଇତିହାସ ସିଙ୍କ କରାଯିବ ନାହିଁ।

କେବଳ ଆପଣଙ୍କ ପାସଫ୍ରେଜ ଥିବା କେହି ଜଣେ ବ୍ୟକ୍ତି ଆପଣଙ୍କ ଏନକ୍ରିପ୍ଟ କରାଯାଇଥିବା ଡାଟାକୁ ପଢ଼ିପାରିବେ। ଏହି ପାସଫ୍ରେଜ Googleକୁ ପଠାଯାଏ ନାହିଁ କିମ୍ବା ଏହା ଦ୍ୱାରା ଷ୍ଟୋର କରାଯାଏ ନାହିଁ। ଯଦି ଆପଣଙ୍କ ପାସଫ୍ରେଜକୁ ଆପଣ ଭୁଲି ଯାଆନ୍ତି କିମ୍ବା ଏହି ସେଟିଂକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ <ph name="BEGIN_LINK" />ଆପଣଙ୍କ ଆକାଉଣ୍ଟରେ ଥିବା Chrome ଡାଟାକୁ ଡିଲିଟ କରନ୍ତୁ<ph name="END_LINK" />।</translation>
<translation id="8370517070665726704">କପିରାଇଟ୍ <ph name="YEAR" /> Google LLC। ସମସ୍ତ ଅଧିକାର ସଂରକ୍ଷିତ ଅଛି।</translation>
<translation id="8371138994040262994">Chromeରେ ସେଟିଂସକୁ ଖୋଲେ।</translation>
<translation id="8387459386171870978">Chrome ବ୍ୟବହାର କରିବା ଜାରି ରଖନ୍ତୁ</translation>
<translation id="8392023217086447677">Chrome ଇନକଗ୍ନିଟୋରେ ଖୋଲାଯାଇଛି</translation>
<translation id="840168496893712993">କିଛି ଏଡ୍-ଅନ୍ କାରଣରୁ Chrome କ୍ରାସ୍ ହୋଇଯାଉଛି। ଦୟାକରି ସେଗୁଡ଼ିକୁ ଅନ୍‌ଇନ୍‍ଷ୍ଟଲ୍‌ କରିବା ପାଇଁ ପୁଣି ଚେଷ୍ଟା କରନ୍ତୁ।</translation>
<translation id="8413500425974960807">Chrome ଟିପ: Chromeକୁ ଡକକୁ ମୁଭ କରନ୍ତୁ</translation>
<translation id="8413795581997394485">ବିପଦଜନକ ପରି ଜଣାପଡ଼ୁଥିବା ସାଇଟ, ଡାଉନଲୋଡ ଏବଂ ଏକ୍ସଟେନସନଗୁଡ଼ିକଠାରୁ ସୁରକ୍ଷିତ ରଖେ। ଆପଣ ଏକ ସାଇଟକୁ ଭିଜିଟ କଲେ, Chrome ଆପଣଙ୍କ IP ଠିକଣାକୁ ଲୁଚାଉଥିବା ଗୋଟିଏ ଗୋପନୀୟତା ସର୍ଭର ମାଧ୍ୟମରେ URLର ଏକ ଅସ୍ପଷ୍ଟ ଅଂଶ Googleକୁ ପଠାଏ। ଯଦି ଏକ ପୃଷ୍ଠା କିଛି ସନ୍ଦେହଜନକ କାର୍ଯ୍ୟ କରେ, ତେବେ ସମ୍ପୂର୍ଣ୍ଣ URL ଏବଂ ପୃଷ୍ଠାର କିଛି ବିଷୟବସ୍ତୁ ମଧ୍ୟ ପଠାଯାଏ।</translation>
<translation id="8447479329557998927">ମେପ ଲିଙ୍କଗୁଡ଼ିକ ବିଷୟରେ ଆପଣଙ୍କୁ ଦିଗନିର୍ଦ୍ଦେଶ ଏବଂ ସ୍ଥାନୀୟ ସୂଚନା ଦେବା ନିମନ୍ତେ Chrome Google Maps ବ୍ୟବହାର କରେ</translation>
<translation id="84594714173170813">ଆପଣଙ୍କ Google ଆକାଉଣ୍ଟରେ Chrome ଡାଟାକୁ ବ୍ୟବହାର କରିବା ଜାରି ରଖନ୍ତୁ</translation>
<translation id="8491300088149538575"><ph name="EMAIL" /> ଭାବେ ସାଇନ ଇନ କରିଛନ୍ତି।

ଆପଣଙ୍କ ପାସଫ୍ରେଜ ମାଧ୍ୟମରେ ଆପଣଙ୍କ ଡାଟାକୁ <ph name="TIME" />ରେ ଏନକ୍ରିପ୍ଟ କରାଯାଇଛି। ଆପଣଙ୍କ Google ଆକାଉଣ୍ଟରେ Chrome ଡାଟା ବ୍ୟବହାର ଏବଂ ସେଭ କରିବା ପାଇଁ ଏହାକୁ ଲେଖନ୍ତୁ।</translation>
<translation id="8540666473246803645">Google Chrome</translation>
<translation id="8544583291890527417">Chrome ଆପଣଙ୍କ ପାଇଁ ଚିହ୍ନଟ କରୁଥିବା ଯେ କୌଣସି ଗୋପନୀୟତା କିମ୍ବା ସୁରକ୍ଷା ସମସ୍ୟା ବିଷୟରେ ଆଲର୍ଟଗୁଡ଼ିକ।</translation>
<translation id="855027533751209304">Chrome ଟିପ: ଆପଣ ଯାହା ଦେଖନ୍ତି ତାହା ସର୍ଚ୍ଚ କରନ୍ତୁ</translation>
<translation id="8558480467877843976">ବର୍ତ୍ତମାନ ଆପଣ ଯେ କୌଣସି ସମୟରେ ବ୍ରାଉଜ କରି କିମ୍ବା ମେସେଜ, ଡକ୍ୟୁମେଣ୍ଟ ଏବଂ ଅନ୍ୟ ଆପ୍ସରେ ଥିବା ଲିଙ୍କରେ ଟାପ କରି Chrome ବ୍ୟବହାର କରିପାରିବେ।</translation>
<translation id="8603022514504485810">Google Password Manager ସମସ୍ତ ପାସୱାର୍ଡକୁ ଯାଞ୍ଚ କରିପାରିଲା ନାହିଁ। ଆସନ୍ତାକାଲି ପୁଣି ଚେଷ୍ଟା କରନ୍ତୁ କିମ୍ବା <ph name="BEGIN_LINK" />ଆପଣଙ୍କ Google ଆକାଉଣ୍ଟରେ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରନ୍ତୁ।<ph name="END_LINK" /></translation>
<translation id="8610372330814566250">Chromeରେ ଆପଣଙ୍କ Safari ପାସୱାର୍ଡ, ଇତିହାସ, ବୁକମାର୍କ ଏବଂ କ୍ରେଡିଟ କାର୍ଡଗୁଡ଼ିକୁ ବ୍ୟବହାର କରନ୍ତୁ</translation>
<translation id="8630122478628016441">“ଆପଣ Chromeକୁ ବନ୍ଦ କରିବା ସମୟରେ ଇନକଗ୍ନିଟୋ ଟାବଗୁଡ଼ିକୁ ଲକ କରନ୍ତୁ" ଚାଲୁ କରନ୍ତୁ।</translation>
<translation id="8673726683583791503">Google Lens ମାଧ୍ୟମରେ କିଣନ୍ତୁ</translation>
<translation id="8765470054473112089">ଆପଣ ଠିକଣା ବାର କିମ୍ବା ସର୍ଚ୍ଚ ବାକ୍ସରେ ଟାଇପ କଲେ, ଉନ୍ନତ ପରାମର୍ଶ ପାଇବାକୁ Chrome ଆପଣ ଯାହା ଟାଇପ କରନ୍ତି ତାହା ଆପଣଙ୍କ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନକୁ ପଠାଏ। ଏହା ଇନକଗ୍ନିଟୋରେ ବନ୍ଦ ଅଛି।</translation>
<translation id="8772179140489533211">Chromeରେ ସାଇନ୍ ଇନ୍ କରିବାକୁ ପ୍ରମ୍ପ୍ଟ ଦେଖାଏ।</translation>
<translation id="8788269841521769222">ଆପଣଙ୍କୁ ଏହି ପାସୱାର୍ଡ ମନେ ରଖିବା ଆବଶ୍ୟକ ହେବ ନାହିଁ। <ph name="EMAIL" />ର Google ପାସୱାର୍ଡ ମ୍ୟାନେଜରରେ ଏହା ସେଭ ହୋଇଯିବ</translation>
<translation id="8796490717897731471"><ph name="EMAIL" />। Chromeକୁ ପରିଚାଳନା କରାଯାଏ।</translation>
<translation id="880967149107462122">Chrome ସେଟିଂସକୁ ଯାଆନ୍ତୁ</translation>
<translation id="8840947648682778034">iPhone ଏବଂ iPad ପାଇଁ Chrome ଥିମ</translation>
<translation id="8842132678697187091">ଆପଣ ଏଠାରେ Google Lens ଖୋଲିପାରିବେ।</translation>
<translation id="8850736900032787670">ଆପଣଙ୍କ ରୁଚି ଆଧାରରେ ପର୍ସନାଲାଇଜ କରାଯାଇଥିବା ବିଷୟବସ୍ତୁ ପାଇବାକୁ Chromeରେ ସାଇନ ଇନ କରନ୍ତୁ।</translation>
<translation id="8855781063981781621">Chromeରେ ଲକଡାଉନ ମୋଡକୁ ଅକ୍ଷମ କରିବା ପାଇଁ ଏହାକୁ ଆପଣଙ୍କ iPadରେ ବନ୍ଦ କରନ୍ତୁ।</translation>
<translation id="8857676124663337448">Google Password Manager ସମସ୍ତ ପାସୱାର୍ଡକୁ ଯାଞ୍ଚ କରିପାରିଲା ନାହିଁ। ଆସନ୍ତାକାଲି ପୁଣି ଚେଷ୍ଟା କରନ୍ତୁ।</translation>
<translation id="8865415417596392024">ଆପଣଙ୍କ ଆକାଉଣ୍ଟରେ ଥିବା Chrome ଡାଟା</translation>
<translation id="8874688701962049679">Chromeରୁ ସବୁଠୁ ଅଧିକ ସୁବିଧା ପାଇବା ବିଷୟରେ ଟିପ୍ସ।</translation>
<translation id="8897749957032330183">ଏହି ଡିଭାଇସର Google Password Managerରେ ପାସୱାର୍ଡଗୁଡ଼ିକୁ ସେଭ କରାଯାଇଛି।</translation>
<translation id="898288749595466683">URLଗୁଡ଼ିକୁ କପି କରିବା ବନ୍ଦ କରନ୍ତୁ। ପୃଷ୍ଠାଗୁଡ଼ିକୁ ସିଧାସଳଖ ଲୋଡ କରିବା ପାଇଁ Chromeକୁ ଡିଫଲ୍ଟ ଭାବେ ସେଟ କରନ୍ତୁ।</translation>
<translation id="9004772704776174843">Chrome ସାଇନ ଆଉଟ ହୋଇଛି</translation>
<translation id="9068336935206019333">Chrome ଇନକଗ୍ନିଟୋରେ ଖୋଲନ୍ତୁ</translation>
<translation id="9082304295862405388">ଆପଣ ପୂର୍ବରୁ Chromeକୁ ଦେଇଥିବା ଅନୁମତି ଉପରେ ନିର୍ଭର କରି, Gemini ଆପଣଙ୍କ ସଠିକ ଲୋକେସନ ବ୍ୟବହାର କରିପାରେ</translation>
<translation id="909127538042363610">Chromeର ସବୁଠାରୁ ଶକ୍ତିଶାଳୀ ସୁରକ୍ଷା ପାଆନ୍ତୁ</translation>
<translation id="9113725809421872108">ଏହି ପାସୱାର୍ଡକୁ ସେଭ କରିବା ଏବଂ ଆପଣଙ୍କର ସମସ୍ତ ଡିଭାଇସରେ Chrome ଡାଟା ପାଇବା ପାଇଁ ଏହା ଆପଣ ବୋଲି ଯାଞ୍ଚ କରନ୍ତୁ</translation>
<translation id="9122931302567044771">ଏହାର ଅର୍ଥ ପ୍ରତ୍ୟେକ ଥର Chrome ଏକ ଡେସ୍କଟପ ସାଇଟ ଅନୁରୋଧ କରିବ।</translation>
<translation id="9176561303811134420">Chromeରେ ପେମେଣ୍ଟ ପଦ୍ଧତି ପରିଚାଳନା କରନ୍ତୁ</translation>
<translation id="9181628561061032322">Chromeର ବର୍ତ୍ତମାନର ଟାବଗୁଡ଼ିକୁ ଖୋଲେ।</translation>
<translation id="924447568950697217">Chromeକୁ ନିଜର ଡିଫଲ୍ଟ ବ୍ରାଉଜର୍ କରନ୍ତୁ</translation>
<translation id="948597495737267756">ଆପଣଙ୍କ Chrome ଇତିହାସ ପୃଷ୍ଠା ଖୋଲେ।</translation>
<translation id="954347330803595209">Chromeରେ ଆପଣଙ୍କର ପାସୱାର୍ଡ, ଇତିହାସ, ବୁକମାର୍କ ଏବଂ କ୍ରେଡିଟ କାର୍ଡଗୁଡ଼ିକୁ ବ୍ୟବହାର କରିବା ପାଇଁ ଆପଣଙ୍କର ଡାଟା ଇମ୍ପୋର୍ଟ କରନ୍ତୁ</translation>
<translation id="97300214378190234">ଅନ୍ୟ ଆପ୍ସରେ ଥିବା ଲିଙ୍କରେ ଟାପ କରି ଆପଣ ଯେ କୌଣସି ସମୟରେ Chrome ବ୍ୟବହାର କରନ୍ତୁ।</translation>
<translation id="997929539742564806">Chromeରୁ ଆପଣଙ୍କ ପାସୱାର୍ଡ ଏବଂ ପାସକୀଗୁଡ଼ିକୁ ସ୍ୱତଃ ଭାବରେ ପୂରଣ କରି ଆପ୍ସ ଏବଂ ସାଇଟଗୁଡ଼ିକରେ ଶୀଘ୍ର ସାଇନ ଇନ କରନ୍ତୁ।</translation>
<translation id="998677222109959694">Chrome ସେଟିଂସକୁ ପରିଚାଳନା କରନ୍ତୁ</translation>
</translationbundle>