<?xml version="1.0" ?>
<!DOCTYPE translationbundle>
<translationbundle lang="or">
<translation id="10146536653536065">"<ph name="EXTENSION_NAME" />" ଇନଷ୍ଟଲ କରନ୍ତୁ</translation>
<translation id="1070377999570795893">ଆପଣଙ୍କର କମ୍ପ୍ୟୁଟର୍‌ରେ ଥିବା ପ୍ରୋଗ୍ରାମ୍ ଅନ୍ୟ ଏକ ଏକ୍ସଟେନ୍‌ସନ୍‌ ଯୋଗ କରିଥାଏ, ଯାହା Chromeର କାର୍ଯ୍ୟ କରିବା ମାର୍ଗକୁ ପରିବର୍ତ୍ତନ କରିପାରେ।

<ph name="EXTENSION_NAME" /></translation>
<translation id="1076698951459398590">ଥିମ୍ ସକ୍ଷମ କରନ୍ତୁ</translation>
<translation id="1135328998467923690">ପ୍ୟାକେଜ୍ ଅବୈଧ ଅଟେ: '<ph name="ERROR_CODE" />'।</translation>
<translation id="1140871961407805696">ପଛପଟ କ୍ୟାମେରା</translation>
<translation id="1171831736360285680"><ph name="PARTNER_NAME" /> ଏକ ଏକ୍ସଟେନସନ ଯୋଗ କରିଛନ୍ତି ଯାହା Chromium କାର୍ଯ୍ୟ କରିବାର ଉପାୟକୁ ପରିବର୍ତ୍ତନ କରିପାରେ।

<ph name="EXTENSION_NAME" /></translation>
<translation id="1196338895211115272">ବ୍ୟକ୍ତିଗତ କୀ ଏକ୍ସପୋର୍ଟ କରିବାରେ ବିଫଳ ହେଲା।</translation>
<translation id="132960226125594336">ସ୍କ୍ରିପ୍ଟର ସର୍ବାଧିକ ଆକାର କିମ୍ବା ଏକ୍ସଟେନସନର ବିଷୟବସ୍ତୁ ସ୍କ୍ରିପ୍ଟର ସର୍ବାଧିକ ମୋଟ ଆକାରଠାରୁ ଅଧିକ ହେଉଥିବା ଯୋଗୁଁ ବିଷୟବସ୍ତୁ ସ୍କ୍ରିପ୍ଟ ପାଇଁ '<ph name="RELATIVE_PATH" />' ଫାଇଲକୁ ଲୋଡ କରାଯାଇପାରିଲା ନାହିଁ।</translation>
<translation id="1445572445564823378">ଏହି ଏକ୍ସଟେନ୍‌ସନ୍‌ଟି <ph name="PRODUCT_NAME" />କୁ ଧୀର କରିଦେଉଛି। <ph name="PRODUCT_NAME" />ର କାର୍ଯ୍ୟଦକ୍ଷତାକୁ ରିଷ୍ଟୋର୍ କରିବା ପାଇଁ ଆପଣ ଏହାକୁ ଅକ୍ଷମ କରିଦେବା ଉଚିତ୍।</translation>
<translation id="1468038450257740950">WebGL ସମର୍ଥନ କରୁନାହିଁ।</translation>
<translation id="1478607704480248626">ଇନ୍‌ଷ୍ଟଲେସନ୍ ସକ୍ଷମ ହୋଇନାହିଁ</translation>
<translation id="1483493594462132177">ପଠାନ୍ତୁ</translation>
<translation id="1485015260175968628">ବର୍ତ୍ତମାନ ଏହା କରିପାରିବ:</translation>
<translation id="1556537182262721003">ପ୍ରୋଫାଇଲ୍‌କୁ ଏକ୍ସଟେନ୍‌ସନ୍ ଡିରେକ୍ଟୋରୀ ପଠାଯାଇପାରିଲାନାହିଁ।</translation>
<translation id="1585717515139318619">ଆପଣଙ୍କର କମ୍ପ୍ୟୁଟର୍‌ରେ ଥିବା ଅନ୍ୟ ଏକ ପ୍ରୋଗ୍ରାମ୍ ଏକ ଥିମ୍ ଯୋଗ କରିଛି ଯାହା Chromeର କାର୍ଯ୍ୟ କରିବା ପଦ୍ଧତିକୁ ପରିବର୍ତ୍ତନ କରିପାରେ।

<ph name="EXTENSION_NAME" /></translation>
<translation id="1610570795592207282">ସ୍କ୍ରିପ୍ଟ ପାଇଁ css '<ph name="RELATIVE_PATH" />'କୁ ଲୋଡ କରାଯାଇପାରିଲା ନାହିଁ।</translation>
<translation id="1616298854599875024">ଏକ୍ସଟେନ୍‌ସନ୍ <ph name="IMPORT_NAME" /> ଇମ୍ପୋର୍ଟ କରାଯାଇପାରିଲା ନାହିଁଁ କାରଣ ଏହା ଏକ ସେୟାର୍ କରାଯାଇଥିବା ମଡ୍ୟୁଲ୍ ନୁହେଁ</translation>
<translation id="175772926354468439">ଥିମ୍ ସକ୍ଷମ କରନ୍ତୁ</translation>
<translation id="1757786065507923842">ବାପାମା'ଙ୍କ ଅନୁମତି ଅନୁରୋଧ ବିଫଳ ହୋଇଛି।</translation>
<translation id="1803557475693955505">'<ph name="BACKGROUND_PAGE" />' ପୃଷ୍ଠପଟ ପୃଷ୍ଠା ଲୋଡ୍‌ ହୋଇପାରିଲା ନାହିଁ।</translation>
<translation id="1875387611427697908">ଏହା କେବଳ <ph name="CHROME_WEB_STORE" />ରୁ ଯୋଗ କରାଯାଇପାରିବ</translation>
<translation id="2131077480075264">"<ph name="IMPORT_NAME" />" ଦ୍ୱାରା ଅନୁମତି ପ୍ରାପ୍ତ ହୋଇନଥିବା କାରଣ ଯୋଗୁଁ "<ph name="APP_NAME" />" ଇନ୍‌ଷ୍ଟଲ୍ କରିବାକୁ ଅକ୍ଷମ</translation>
<translation id="2150661552845026580">"<ph name="EXTENSION_NAME" />" ଯୋଗ କରିବେ?</translation>
<translation id="2159915644201199628">ଛବି ଡିକୋଡ୍ କରିପାରିଲା ନାହିଁ: '<ph name="IMAGE_NAME" />'</translation>
<translation id="2193567467390483943">ତୁମ ବାପାମା ଏହି ଏକ୍ସଟେନସନକୁ ଅନୁମୋଦନ କରିନାହାଁନ୍ତି</translation>
<translation id="23030561267973084">"<ph name="EXTENSION_NAME" />" ଅତିରିକ୍ତ ଅନୁମତିଗୁଡ଼ିକ ଅନୁରୋଧ କରିଛନ୍ତି।</translation>
<translation id="2327492829706409234">ଆପ୍‍କୁ ସକ୍ଷମ କରନ୍ତୁ</translation>
<translation id="2350172092385603347">ସ୍ଥାନୀୟକରଣ ବ୍ୟବହାର କରାଯାଇଛି, କିନ୍ତୁ ମାନିଫେଷ୍ଟରେ default_locale ନିର୍ଦ୍ଦିଷ୍ଟ କରାଯାଇନାହିଁ।</translation>
<translation id="2576842806987913196">ପୂର୍ବରୁ ଏହି ନାମରେ ଏକ CRX ଫାଇଲ୍‌ ଅଛି।</translation>
<translation id="2662876636500006917">Chrome ୱେବ୍ ଷ୍ଟୋର୍</translation>
<translation id="2678063897982469759">ପୁନଃ-ସକ୍ଷମ କରନ୍ତୁ</translation>
<translation id="2743583586211388067">ଆପଣଙ୍କ ସଂସ୍ଥାର ଏକ୍ସଟେନସନ ରିସ୍କ ନୀତି ଅଧୀନରେ ଏହି ଏକ୍ସଟେନସନକୁ ଆକ୍ସେସ ବ୍ଲକ କରାଯାଇଛି।</translation>
<translation id="2766161002040448006">ଜଣେ ବାପା କିମ୍ବା ମା'ଙ୍କୁ ପଚାରନ୍ତୁ</translation>
<translation id="2785530881066938471">ବିଷୟବସ୍ତୁ ସ୍କ୍ରିପ୍ଟ ପାଇଁ '<ph name="RELATIVE_PATH" />' ଫାଇଲ୍ ଲୋଡ୍ କରାଯାଇପାରିଲା ନାହିଁ। ଏହା UTF-8ରେ ଏନ୍‌କୋଡ୍ କରାଯାଇ ନାହିଁ</translation>
<translation id="2850541429955027218">ଥିମ୍ ଯୋଗ କରନ୍ତୁ</translation>
<translation id="2883143988769190738">ଏହି ଏକ୍ସଟେନସନ ନିମ୍ନୋକ୍ତ ଅନୁମତିଗୁଡ଼ିକ ପାଇଁ ଅନୁରୋଧ କରେ:</translation>
<translation id="2903070246402204397"><ph name="EXTENSION_NAME" /> (ଏକ୍ସଟେନ୍‌ସନ୍ ID"<ph name="EXTENSION_ID" />") ବ୍ୟବସ୍ଥାପକଙ୍କ ଦ୍ଵାରା ବ୍ଲକ୍ କରିଦିଆଯାଇଛି। <ph name="ADMIN_INFO" /></translation>
<translation id="2985348301114641460">"<ph name="EXTENSION_NAME" />"କୁ ଇନଷ୍ଟଲ୍ କରିବା ପାଇଁ ଆପଣଙ୍କର ଆଡମିନିଷ୍ଟ୍ରେଟରଙ୍କୁ ଏକ ଅନୁରୋଧ ପଠାଇବେ?</translation>
<translation id="2988488679308982380">ଏହି ପ୍ୟାକେଜ୍‌କୁ ଇନ୍‌ଷ୍ଟଲ୍ କରିପାରିଲା ନାହିଁ: '<ph name="ERROR_CODE" />'</translation>
<translation id="3115238746683532089"><ph name="VENDOR_ID" /> (କ୍ରମିକ ସଂଖ୍ୟା <ph name="SERIAL_NUMBER" />) ବିକ୍ରେତାଙ୍କ ତରଫରୁ <ph name="PRODUCT_ID" /> ଅଜଣା ପ୍ରଡକ୍ଟ</translation>
<translation id="3144135466825225871">crx ଫାଇଲ୍‍କୁ ପ୍ରତିସ୍ଥାପିତ କରିହେଲା ନାହିଁ। ଫାଇଲ୍‍ଟି ବ୍ୟବହାର କରାଯାଉଛି କି ନାହିଁ ତାହା ଯାଞ୍ଚ କରନ୍ତୁ।</translation>
<translation id="3163201441334626963">ଭେଣ୍ଡର <ph name="VENDOR_ID" />ରୁ ଅଜଣା ପ୍ରଡକ୍ଟ <ph name="PRODUCT_ID" /></translation>
<translation id="3174723475300476613">ଆପଣଙ୍କ ସଂସ୍ଥା ଦ୍ୱାରା ଏହି ଏକ୍ସଟେନସନକୁ ଆକ୍ସେସ ବ୍ଲକ କରାଯାଇଛି।</translation>
<translation id="3183357154200327217">ଆପଣଙ୍କ କମ୍ପ୍ୟୁଟରରେ ଥିବା ଅନ୍ୟ ଏକ ପ୍ରୋଗ୍ରାମ ଏକ ଥିମ ଯୋଗ କରିଛି ଯାହା Chromeର କାର୍ଯ୍ୟ କରିବାର ଉପାୟକୁ ପରିବର୍ତ୍ତନ କରିପାରେ।

<ph name="EXTENSION_NAME" /></translation>
<translation id="3242289508736283383">'kiosk_only' ମାନିଫେଷ୍ଟ ଆଟ୍ରିବ୍ୟୁଟ ଥିବା ଆପ ChromeOS କିଓସ୍କ ମୋଡରେ ଇନଷ୍ଟଲ କରାଯିବା ଉଚିତ</translation>
<translation id="3364986687961713424">ଆପଣଙ୍କ ଆଡମିନିଷ୍ଟ୍ରେଟରଙ୍କ ଠାରୁ: <ph name="ADMIN_MESSAGE" /></translation>
<translation id="3393440416772303020"><ph name="PRODUCT_NAME" /> (କ୍ରମିକ ସଂଖ୍ୟା <ph name="SERIAL_NUMBER" />)</translation>
<translation id="3466070586188012397">ବିକ୍ରେତା <ph name="VENDOR_ID" />ଙ୍କ ତରଫରୁ <ph name="PRODUCT_NAME" /> (କ୍ରମିକ ସଂଖ୍ୟା <ph name="SERIAL_NUMBER" />)</translation>
<translation id="3561217442734750519">ବ୍ୟକ୍ତିଗତ କୀ ପାଇଁ ମୂଲ୍ୟ ନିଶ୍ଚିତରୂପେ ଏକ ବୈଧ ପାଥ୍‌ ହେବା ଆବଶ୍ୟକ।</translation>
<translation id="3788401245189148511">ଏହା କରିପାରିବ:</translation>
<translation id="3834775135533257713">"<ph name="TO_INSTALL_APP_NAME" />" ଆପ୍ଲିକେସନ୍ ଯୋଗ କରାଯାଇପାରିଲା ନାହିଁ କାରଣ ଏହାର "<ph name="INSTALLED_APP_NAME" />" ସହିତ କିଛି ବିବାଦ ଅଛି।</translation>
<translation id="388442998277590542"><ph name="OPTIONS_PAGE" />' ବିକଳ୍ପ ଥିବା ପୃଷ୍ଠା ଲୋଡ୍‌ କରିହେଲା ନାହିଁ।</translation>
<translation id="3905761538810670789">ଆପ୍ ମରାମତି କରନ୍ତୁ</translation>
<translation id="3908501907586732282">ଏକ୍ସଟେନ୍‌ସନ୍ ସକ୍ଷମ କରନ୍ତୁ</translation>
<translation id="3927932062596804919">ଅସ୍ଵୀକାର</translation>
<translation id="3984413272403535372">ଏକ୍ସଟେନ୍‌ସନ୍ ସାଇନ୍‌ କରିବା ସମୟରେ ତ୍ରୁଟି।</translation>
<translation id="4014432863917027322">"<ph name="EXTENSION_NAME" />" ଅପ୍‌ଡେଟ୍ କରିବେ?</translation>
<translation id="4061696872429826774">ଆପଣଙ୍କ କମ୍ପ୍ୟୁଟରରେ ଥିବା ଅନ୍ୟ ଏକ ପ୍ରୋଗ୍ରାମ ଏକ ଏକ୍ସଟେନସନ ଯୋଗ କରିଛି ଯାହା Chromeର କାର୍ଯ୍ୟ କରିବାର ଉପାୟକୁ ପରିବର୍ତ୍ତନ କରିପାରେ।

<ph name="EXTENSION_NAME" /></translation>
<translation id="4094452115117798451">ଆପଣଙ୍କ ସଂସ୍ଥା ଦ୍ୱାରା ଏହି ଏକ୍ସଟେନସନ ବର୍ଗକୁ ଆକ୍ସେସ ବ୍ଲକ କରାଯାଇଛି।</translation>
<translation id="4233778200880751280">'<ph name="ABOUT_PAGE" />' ପୃଷ୍ଠା ବିଷୟରେ ଲୋଡ୍‌ କରିହେଲା ନାହିଁ।</translation>
<translation id="424963718355121712">ଆପ୍‌ଗୁଡ଼ିକୁ ସେମାନଙ୍କ ଦ୍ଵାରା ପ୍ରଭାବିତ ହେଉଥିବା ହୋଷ୍ଟରୁ ସେବା ଦେବା ଆବଶ୍ୟକ</translation>
<translation id="4306119971288449206">"<ph name="CONTENT_TYPE" />" ବିଷୟବସ୍ତୁ-ପ୍ରକାର ସହିତ ହିଁ ଆପ୍‌ଗୁଡ଼ିକୁ ସେବା ଦିଆଯିବା ଦରକାର</translation>
<translation id="4349181963619779233">ଏହି ୱେବସାଇଟରୁ ଏକ୍ସଟେନସନ ଏବଂ ଆପ୍ସକୁ ଯୋଗ କରାଯାଇପାରିବ ନାହିଁ</translation>
<translation id="4625078469366263107">ଆପ୍‍କୁ ସକ୍ଷମ କରନ୍ତୁ</translation>
<translation id="4633003931260532286">ଏକ ନ୍ୟୁନତମ ସଂସ୍କରଣ "<ph name="IMPORT_VERSION" />" ସହିତ ଏକ୍ସଟେନ୍‍ସନ୍‍ "<ph name="IMPORT_NAME" />" ଆବଶ୍ୟକ କରିଥାଏ, କିନ୍ତୁ କେବଳ "<ph name="INSTALLED_VERSION" />" ସଂସ୍କରଣ ଇନ୍‌ଷ୍ଟଲ୍ କରାଯାଇଛି</translation>
<translation id="4660476621274971848">ଆଶା କରାଯାଉଥିବା ସଂସ୍କରଣ "<ph name="EXPECTED_VERSION" />" ଅଛି, କିନ୍ତୁ ସଂସ୍କରଣ "<ph name="NEW_ID" />" ଥିଲା</translation>
<translation id="471800408830181311">ବ୍ୟକ୍ତିଗତ କୀ ଆଉଟ୍‍ପୁଟ୍ କରିବାରେ ବିଫଳ ହେଲା।</translation>
<translation id="4811956658694082538">ଉପଯୋଗିତା ପ୍ରକ୍ରିୟା କ୍ରାସ୍ ହୋଇଯାଇଥିବା ଯୋଗୁଁ ପ୍ୟାକେଜ୍ ଇନ୍‌ଷ୍ଟଲ୍ କରିହେଲା ନାହିଁ। Chromeକୁ ରିଷ୍ଟାର୍ଟ କରିବାକୁ ଚେଷ୍ଟା କରି ପୁନର୍ବାର ଚେଷ୍ଟା କରନ୍ତୁ।</translation>
<translation id="4988792151665380515">ସାର୍ବଜନିକ କୀ'କୁ ଏକ୍ସପୋର୍ଟ କରିବାରେ ବିଫଳ ହେଲା।</translation>
<translation id="501057610015570208">'kiosk_only' ମାନିଫେଷ୍ଟ ଆଟ୍ରିବ୍ୟୁଟ ଥିବା ଆପ ChromeOS Flex କିଓସ୍କ ମୋଡରେ ଇନଷ୍ଟଲ କରାଯିବା ଉଚିତ</translation>
<translation id="5026754133087629784">ୱେବ୍‌ଭ୍ୟୁ: <ph name="WEBVIEW_TAG_NAME" /></translation>
<translation id="5027562294707732951">ଏକ୍ସଟେନ୍‌ସନ୍ ଯୋଗ କରନ୍ତୁ</translation>
<translation id="5039804452771397117">ଅନୁମତି</translation>
<translation id="5098647635849512368">ପ୍ୟାକ୍ କରିବା ପାଇଁ ଡିରେକ୍ଟୋରୀକୁ ପୂର୍ଣ୍ଣ ପଥ ମିଳୁନାହିଁ।</translation>
<translation id="5160071981665899014">ସ୍କ୍ରିପ୍ଟ ପାଇଁ javascript '<ph name="RELATIVE_PATH" />'କୁ ଲୋଡ କରାଯାଇପାରିଲା ନାହିଁ।</translation>
<translation id="5185386675596372454">"<ph name="EXTENSION_NAME" />"ର ନବୀନତମ ସଂସ୍କରଣ ଅକ୍ଷମ କରାଯାଇଛି କାରଣ ଏହା ଅଧିକ ଅନୁମତି ଆବଶ୍ୟକ କରେ।</translation>
<translation id="5242724311594467048">"<ph name="EXTENSION_NAME" />"କୁ ସକ୍ଷମ କରିବେ କି?</translation>
<translation id="5356315618422219272">Appview: <ph name="APPVIEW_TAG_NAME" /></translation>
<translation id="5405650547142096840">Chromiumରୁ କାଢ଼ି ଦିଅନ୍ତୁ</translation>
<translation id="5456409301717116725">ଏହି ଏକ୍ସଟେସନ୍‌ରେ କୀ ଫାଇଲ୍ '<ph name="KEY_PATH" />' ଅନ୍ତର୍ଭୁକ୍ତ ଅଛି। ସମ୍ଭବତଃ ଆପଣ ତାହା କରିବାକୁ ଚାହାଁନ୍ତି ନାହିଁ।</translation>
<translation id="5485102783864353244">ଆପ୍‌ ଯୋଗ କରନ୍ତୁ</translation>
<translation id="5486326529110362464">ବ୍ୟକ୍ତିଗତ କୀ ପାଇଁ ଇନ୍‍ପୁଟ୍ ମୂଲ୍ୟ ପୂର୍ବରୁ ରହିବା ଉଚିତ।</translation>
<translation id="5527463195266282916">ଏକ୍ସଟେନ୍‌ସନ୍‌କୁ ଡାଉନ୍‌ଗ୍ରେଡ୍‌ କରିବାକୁ ଚେଷ୍ଟା କରାଯାଇଛି।</translation>
<translation id="5588033542900357244">(<ph name="RATING_COUNT" />)</translation>
<translation id="5707185214361380026">ଏଠାରୁ ଏକ୍ସଟେନ୍‌ସନ୍‌ ଲୋଡ୍‌ କରିବାରେ ବିଫଳ ହେଲା:</translation>
<translation id="5972529113578162692">ଏହି ମେସିନ୍‌ର ବ୍ୟବସ୍ଥାପକ <ph name="EXTENSION_NAME" />ର ଇନ୍‍ଷ୍ଟଲ୍‍ କରିବା ଆବଶ୍ୟକ କରୁଛନ୍ତି। ଏହାକୁ ଅନ୍‍ଇନ୍‍ଷ୍ଟଲ୍‍ କରାଯାଇପାରିବ ନାହିଁ</translation>
<translation id="6027032947578871493"><ph name="VENDOR_NAME" /> ତରଫରୁ ଅଜଣା ପ୍ରଡକ୍ଟ <ph name="PRODUCT_ID" /> (କ୍ରମିକ ସଂଖ୍ୟା <ph name="SERIAL_NUMBER" />)</translation>
<translation id="6068932090455285721"><ph name="VENDOR_ID" /> ବିକ୍ରେତାଙ୍କ ତରଫରୁ <ph name="PRODUCT_NAME" /></translation>
<translation id="6204922163963157461">ଆପଣଙ୍କ କମ୍ପ୍ୟୁଟରରେ ଥିବା ଅନ୍ୟ ଏକ ପ୍ରୋଗ୍ରାମ ଏକ ଆପ ଯୋଗ କରିଛି ଯାହା Chromeର କାର୍ଯ୍ୟ କରିବାର ଉପାୟକୁ ପରିବର୍ତ୍ତନ କରିପାରେ।

<ph name="EXTENSION_NAME" /></translation>
<translation id="6220413761270491930">ଏକ୍ସଟେନ୍‌ସନ୍ ଲୋଡ୍ ହେବା ସମୟରେ ତ୍ରୁଟି</translation>
<translation id="6220551899604141979"><ph name="PARTNER_NAME" /> ଏକ ଏକ୍ସଟେନସନ ଯୋଗ କରିଛନ୍ତି ଯାହା Chrome କାର୍ଯ୍ୟ କରିବାର ଉପାୟକୁ ପରିବର୍ତ୍ତନ କରିପାରେ।

<ph name="EXTENSION_NAME" /></translation>
<translation id="6322279351188361895">ବ୍ୟକ୍ତିଗତ କୀ'କୁ ପଢ଼ିବାରେ ବିଫଳ ହେଲା।</translation>
<translation id="6326175484149238433">Chromeରୁ କାଢ଼ିଦିଅନ୍ତୁ</translation>
<translation id="6391538222494443604">ଇନ୍‌ପୁଟ୍ ଡିରେକ୍ଟୋରୀ ରହିବା ଆବଶ୍ୟକ।</translation>
<translation id="641087317769093025">ଏକ୍ସଟେନ୍‍ସନ୍‌ ଜିପ୍‌ ଖୋଲିହେଲା ନାହିଁ</translation>
<translation id="6542618148162044354">"<ph name="APP_NAME" />" ଆପଣଙ୍କର ଏକ ବା ଅଧିକ ଡିଭାଇସ୍‌ଗୁଡ଼ିକର ଆକ୍‌ସେସ୍ ଅନୁରୋଧ କରୁଛି:</translation>
<translation id="655384502888039633"><ph name="USER_COUNT" /> ୟୁଜର</translation>
<translation id="657064425229075395">ପୃଷ୍ଠପଟ ସ୍କ୍ରିପ୍ଟ '<ph name="BACKGROUND_SCRIPT" />’କୁ ଲୋଡ୍ କରିହେଲା ନାହିଁ।</translation>
<translation id="6580950983454333167"><ph name="PRODUCT_NAME" />ରୁ<ph name="VENDOR_NAME" /> (କ୍ରମିକ ସଂଖ୍ୟା <ph name="SERIAL_NUMBER" />)</translation>
<translation id="677806580227005219">ମାଇମ୍‌ହ୍ୟାଣ୍ଡଲର୍: <ph name="MIMEHANDLERVIEW_TAG_NAME" /></translation>
<translation id="6840444547062817500">ଏହି ଏକ୍ସଟେନ୍‌ସନ୍ ସ୍ୱୟଂ ନିଜେ ବହୁତ ଥର ପୁନଃ ଲୋଡ୍ ହୋ‍ଇଛି।</translation>
<translation id="7003844668372540529"><ph name="VENDOR_NAME" />ରୁ <ph name="PRODUCT_ID" /> ଅଜଣା ପ୍ରଡକ୍ଟ</translation>
<translation id="7068383018033524534">ମାନିଫେଷ୍ଟ ଫାଇଲ୍ ଅବୈଧ ଅଟେ</translation>
<translation id="7217838517480956708">ଏହି ମେସିନ୍‌ର ବ୍ୟବସ୍ଥାପକ <ph name="EXTENSION_NAME" />କୁ ଇନ୍‍ଷ୍ଟଲ୍ କରିବା ଆବଶ୍ୟକ କରୁଛନ୍ତି। ଏହାକୁ କଢ଼ାଯାଇପାରିବ ନାହିଁ କିମ୍ବା ସଂଶୋଧିତ କରାଯାଇପାରିବ ନାହିଁ।</translation>
<translation id="7287143125007575591">ଆକ୍ସେସ୍‍ ପ୍ରତ୍ୟାଖ୍ୟାନ କରାଗଲା।</translation>
<translation id="760353356052806707">ଆପଣଙ୍କ କମ୍ପ୍ୟୁଟରରେ ଅନ୍ୟ ଏକ ପ୍ରୋଗ୍ରାମ ଏକ ଆପକୁ ଯୋଗ କରିଛି ଯାହା Chromeର କାର୍ଯ୍ୟ କରିବାର ଉପାୟକୁ ପରିବର୍ତ୍ତନ କରିପାରେ।

<ph name="EXTENSION_NAME" /></translation>
<translation id="7612608473764576263">ବ୍ୟକ୍ତିଗତ କୀ ପାଇଁ ଇନ୍‌ପୁଟ୍‍ ମୂଲ୍ୟ ନିଶ୍ଚିତରୂପେ ଏକ ବୈଧ ଫର୍ମାଟ୍ ହେବା ଆବଶ୍ୟକ (PKCS#8- ଫର୍ମାଟ୍‌ PEM-ଏନକୋଡ୍ ହୋଇଥିବା RSA କୀ') ।</translation>
<translation id="7658239707568436148">ବାତିଲ</translation>
<translation id="7766838926148951335">ଅନୁମତି ସ୍ଵୀକାର କରନ୍ତୁ</translation>
<translation id="7876803335449432072">ବିଷୟବସ୍ତୁ ସ୍କ୍ରିପ୍ଟ ପାଇଁ '<ph name="RELATIVE_PATH" />' ଫାଇଲକୁ ଲୋଡ କରାଯାଇପାରିଲା ନାହିଁ, ବିଷୟବସ୍ତୁ ସ୍କ୍ରିପ୍ଟ ଷ୍ଟାଇଲ ସିଟଗୁଡ଼ିକୁ କେବଳ .css ଫାଇଲଗୁଡ଼ିକ ପରି ସପୋର୍ଟ କରୁଥିବା ଷ୍ଟାଇଲ ସିଟ ଫାଇଲଗୁଡ଼ିକରୁ ଲୋଡ କରାଯାଇପାରିବ।</translation>
<translation id="7939686037314084444">ଏକ୍ସଟେନ୍‌ସନ୍ ସଠିକ୍ ରୂପେ ଲୋଡ୍ କରିବାରେ ବିଫଳ ହେଲା। ଏହା ନେଟ୍‍ୱାର୍କ ଅନୁରୋଧଗୁଡ଼ିକୁ ଅବରୋଧ କରିବାକୁ ସକ୍ଷମ ହୋଇନପାରେ।</translation>
<translation id="7952904276017482715">ଆଶାନୁରୂପ ID "<ph name="EXPECTED_ID" />", କିନ୍ତୁ ID "<ph name="NEW_ID" />" ଥିଲା</translation>
<translation id="7972881773422714442">ବିକଳ୍ପ: <ph name="EXTENSIONOPTIONS_TAG_NAME" /></translation>
<translation id="8030852056903932865">ଅନୁମୋଦନ କରନ୍ତୁ</translation>
<translation id="8035920974645200807">ଫ୍ରଣ୍ଟ କ୍ୟାମେରା</translation>
<translation id="8047248493720652249">ଏହି ଏକ୍ସଟେନ୍‍ସନ୍‍ ଡାଇନ୍‌ଲୋଡ୍‌ ହୋ‍ଇଥିବା "<ph name="ATTEMPTED_FILENAME" />"ର ନାମ ଦେବାକୁ ବିଫଳ ହେଲା କାରଣ ଅନ୍ୟ ଏକ ଏକ୍ସଟେନ୍‍ସନ୍‍ (<ph name="EXTENSION_NAME" />) ଏକ ଅଲଗା ଫାଇଲ୍‍ ନାମ "<ph name="ACTUAL_FILENAME" />" ନିର୍ଦ୍ଧାରିତ କରିଛି।</translation>
<translation id="8049705080247101012">Google "<ph name="EXTENSION_NAME" />"କୁ କ୍ଷତିକାରକ ରୂପେ ଫ୍ଲାଗ୍ କରିଛି ଏବଂ ଇନ୍‌ଷ୍ଟଲେସନ୍ ବାଧିତ ହୋଇଛି</translation>
<translation id="8284835137979141223"><ph name="VENDOR_NAME" />ରୁ <ph name="PRODUCT_NAME" /></translation>
<translation id="8353683614194668312">ଏହା କରିପାରେ:</translation>
<translation id="8517576857589387417">ମାନିଫେଷ୍ଟ ଫାଇଲ୍‌ ନାହିଁ କିମ୍ବା ପଢ଼ିବାଯୋଗ୍ୟ ନୁହେଁ</translation>
<translation id="8565650234829130278">ଆପ୍‌କୁ ଡାଉନ୍‌ଗ୍ରେଡ୍‌ କରିବାକୁ ଚେଷ୍ଟା କରାଯାଇଛି।</translation>
<translation id="8621383749470166852">ବିଷୟବସ୍ତୁ ସ୍କ୍ରିପ୍ଟ ପାଇଁ '<ph name="RELATIVE_PATH" />' ଫାଇଲକୁ ଲୋଡ କରାଯାଇପାରିଲା ନାହିଁ, ବିଷୟବସ୍ତୁ ସ୍କ୍ରିପ୍ଟଗୁଡ଼ିକୁ କେବଳ .js ଫାଇଲଗୁଡ଼ିକ ପରି ସପୋର୍ଟ କରୁଥିବା JavaScript ଫାଇଲଗୁଡ଼ିକରୁ ଲୋଡ କରାଯାଇପାରିବ।</translation>
<translation id="8636666366616799973">ପ୍ୟାକେଜ୍ ଅବୈଧ ଅଟେ। ବିବରଣୀ: '<ph name="ERROR_MESSAGE" />'।</translation>
<translation id="8746654918629346731">ଆପଣ ପୂର୍ବରୁ "<ph name="EXTENSION_NAME" />" ଅନୁରୋଧ କରିଛନ୍ତି</translation>
<translation id="8761756413268424715">"<ph name="APP_NAME" />" ଆପଣଙ୍କର ଡିଭାଇସ୍‌ଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏରେ ଆକ୍ସେସ୍‌ ଅନୁରୋଧ କରୁଛି:</translation>
<translation id="8885905466771744233">ନିର୍ଦ୍ଧିଷ୍ଟ ଏକ୍ସଟେନ୍‍ସନ୍‌ ପାଇଁ ବ୍ୟକ୍ତିଗତ କୀ ପୂର୍ବରୁ ଅଛି। ସେହି କୀ’କୁ ପୁନଃବ୍ୟବହାର କରନ୍ତୁ କିମ୍ବା ପ୍ରଥମେ ଏହାକୁ ଡିଲିଟ୍‌ କରନ୍ତୁ।</translation>
<translation id="9039223174332979184">ଏକ ସର୍ବନିମ୍ନ ମାନିଫେଷ୍ଟ ସଂସ୍କରଣ 3 ପାଇଁ ଏହି ମେସିନର ଆଡମିନିଷ୍ଟ୍ରେଟର <ph name="EXTENSION_NAME" /> ଆବଶ୍ୟକ କରନ୍ତି।</translation>
<translation id="907841381057066561">ପ୍ୟାକେଜିଂ ସମୟରେ ଅସ୍ଥାୟୀ ଜିପ୍‌ ଫାଇଲ୍‌ ତିଆରି କରିବାରେ ବିଫଳ ହୋ‍ଇଛି।</translation>
<translation id="9102610709270966160">ଏକ୍ସଟେନ୍‌ସନ୍ ସକ୍ଷମ କରନ୍ତୁ</translation>
<translation id="93766956588638423">ଏକ୍ସଟେନ୍‌ସନ୍ ମରାମତି କରନ୍ତୁ</translation>
<translation id="941543339607623937">ଅବୈଧ ବ୍ୟକ୍ତିଗତ କୀ।</translation>
</translationbundle>