<?xml version="1.0" ?>
<!DOCTYPE translationbundle>
<translationbundle lang="or">
<translation id="1184166532603925201">ଆପଣ ଇନକଗ୍ନିଟୋ ମୋଡରେ ଥିବା ସମୟରେ, Chrome ସାଇଟଗୁଡ଼ିକୁ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ୟବହାର କରିବାରୁ ବ୍ଲକ କରିଥାଏ</translation>
<translation id="1569440020357229235">ଆପଣ ଇନକଗ୍ନିଟୋ ମୋଡରେ ଥିବା ସମୟରେ ସାଇଟ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ୟବହାର କରିପାରିବ ନାହିଁ। ଯଦି ଏହି କୁକୀଗୁଡ଼ିକ ଉପରେ ନିର୍ଭର କରୁଥିବା କୌଣସି ସାଇଟ କାର୍ଯ୍ୟ କରୁନାହିଁ, ତେବେ ଆପଣ <ph name="BEGIN_LINK" />ସେହି ସାଇଟକୁ ତୃତୀୟ-ପକ୍ଷ କୁକୀଗୁଡ଼ିକର ଅସ୍ଥାୟୀ ଆକ୍ସେସ ଦେବାକୁ ଚେଷ୍ଟା କରିପାରିବେ<ph name="END_LINK" />।</translation>
<translation id="2004697686368036666">କିଛି ସାଇଟରେ ଫିଚରଗୁଡ଼ିକ କାମ କରିନପାରେ</translation>
<translation id="2183376768278472507">ଯଦି କୌଣସି ସାଇଟ ଆଶାନୁରୂପେ କାର୍ଯ୍ୟ କରେ ନାହିଁ, ତେବେ ଆପଣ ଭିଜିଟ କରୁଥିବା ଏକ ନିର୍ଦ୍ଦିଷ୍ଟ ସାଇଟ ପାଇଁ ତୃତୀୟ-ପକ୍ଷ କୁକୀକୁ ଅନୁମତି ଦେଇ ଚେଷ୍ଟା କରିପାରିବେ</translation>
<translation id="2235344399760031203">ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ଲକ କରାଯାଇଛି</translation>
<translation id="2496115946829713659">ସାଇଟଗୁଡ଼ିକ ବିଷୟବସ୍ତୁ ଏବଂ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ୟବହାର କରିପାରିବ ଏବଂ ଅନ୍ୟ ସାଇଟରେ ଆପଣ ନେଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜାଣିପାରିବ</translation>
<translation id="3045333309254072201">ଆପଣ ଇନକଗ୍ନିଟୋ ମୋଡରେ ଥିବା ସମୟରେ ସାଇଟ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ୟବହାର କରିପାରିବ ନାହିଁ। ଯଦି ଏହି କୁକୀଗୁଡ଼ିକ ଉପରେ ନିର୍ଭର କରୁଥିବା କୌଣସି ସାଇଟ କାର୍ଯ୍ୟ କରୁନାହିଁ, ତେବେ ଆପଣ <ph name="START_LINK" />ସେହି ସାଇଟକୁ ତୃତୀୟ-ପକ୍ଷ କୁକୀଗୁଡ଼ିକର ଅସ୍ଥାୟୀ ଆକ୍ସେସ ଦେବାକୁ ଚେଷ୍ଟା କରିପାରିବେ<ph name="END_LINK" />।</translation>
<translation id="3425311689852411591">ତୃତୀୟ-ପକ୍ଷ କୁକୀଗୁଡ଼ିକ ଉପରେ ନିର୍ଭର କରୁଥିବା ସାଇଟଗୁଡ଼ିକ ଆଶାନୁରୂପେ କାମ କରିବା ଉଚିତ</translation>
<translation id="3624583033347146597">ଆପଣଙ୍କ ତୃତୀୟ-ପକ୍ଷ କୁକୀ ପସନ୍ଦଗୁଡ଼ିକୁ ବାଛନ୍ତୁ</translation>
<translation id="3918378745482005425">କିଛି ଫିଚର କାମ କରିନପାରେ। ସମ୍ବନ୍ଧିତ ସାଇଟଗୁଡ଼ିକ ଏବେ ବି ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ୟବହାର କରିପାରିବ।</translation>
<translation id="4278390842282768270">ଅନୁମତି ଦିଆଯାଇଛି</translation>
<translation id="4412992751769744546">ତୃତୀୟ-ପକ୍ଷ କୁକୀଗୁଡ଼ିକୁ ଅନୁମତି ଦିଅନ୍ତୁ</translation>
<translation id="4711259472133554310">ତୃତୀୟ-ପକ୍ଷ କୁକୀଗୁଡ଼ିକ ବ୍ୟବହାର କରିବାକୁ ସର୍ବଦା ନିର୍ଦ୍ଦିଷ୍ଟ ସାଇଟଗୁଡ଼ିକୁ ଅନୁମତି ଦେବା ପାଇଁ ଆପଣ ସେଟିଂସରେ ବ୍ୟତିକ୍ରମ ତିଆରି କରିପାରିବେ</translation>
<translation id="5117284457376555514">ଆପଣ ସମ୍ବନ୍ଧିତ ସାଇଟଗୁଡ଼ିକୁ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ଆକ୍ସେସ କରିବାକୁ ଅନୁମତି ନଦେବା ପର୍ଯ୍ୟନ୍ତ, ସାଇଟଗୁଡ଼ିକ ବିଷୟବସ୍ତୁ ଏବଂ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ସେଗୁଡ଼ିକୁ ବ୍ୟବହାର କରିପାରିବ ନାହିଁ ଏବଂ ଅନ୍ୟ ସାଇଟରେ ଆପଣ ନେଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜାଣିପାରିବ ନାହିଁ। କିଛି ସାଇଟ ଫିଚର ଆଶାନୁରୂପେ କାର୍ଯ୍ୟ କରିନପାରେ।</translation>
<translation id="5677928146339483299">ବ୍ଲକ କରାଯାଇଛି</translation>
<translation id="6196640612572343990">ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ଲକ କରନ୍ତୁ</translation>
<translation id="6308169245546905162">ଆପଣ ଅନ୍ୟ ସାଇଟରେ ନେଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜାଣିବା ପାଇଁ Sites ତୃତୀୟ-ପକ୍ଷ କୁକୀଗୁଡ଼ିକ ବ୍ୟବହାର କରେ</translation>
<translation id="6710025070089118043">ଆପଣ ସମ୍ବନ୍ଧିତ ସାଇଟଗୁଡ଼ିକୁ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ଆକ୍ସେସ କରିବାକୁ ଅନୁମତି ନଦେବା ପର୍ଯ୍ୟନ୍ତ, ସାଇଟଗୁଡ଼ିକ ବିଷୟବସ୍ତୁ ଏବଂ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ସେଗୁଡ଼ିକୁ ବ୍ୟବହାର କରିପାରିବ ନାହିଁ ଏବଂ ଅନ୍ୟ ସାଇଟରେ ଆପଣ ନେଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜାଣିପାରିବ ନାହିଁ</translation>
<translation id="7315780377187123731">'ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ଲକ କରନ୍ତୁ' ବିକଳ୍ପ ବିଷୟରେ ଅଧିକ</translation>
<translation id="7374493521304367420">ସାଇଟଗୁଡ଼ିକ ଏବେ ବି ତାର ନିଜ ସାଇଟରେ ବ୍ରାଉଜିଂ କାର୍ଯ୍ୟକଳାପକୁ ଦେଖିବା ପାଇଁ କୁକୀଗୁଡ଼ିକୁ ବ୍ୟବହାର କରିପାରିବ</translation>
<translation id="7453144832830554937">ତୃତୀୟ-ପକ୍ଷ କୁକୀଗୁଡ଼ିକ ଉପରେ ନିର୍ଭର କରୁଥିବା ସାଇଟ ଫିଚରଗୁଡ଼ିକ କାର୍ଯ୍ୟ କରିନପାରେ</translation>
<translation id="7538480403395139206">ତୃତୀୟ-ପକ୍ଷ କୁକୀଗୁଡ଼ିକୁ ଅନୁମତି ଦିଅନ୍ତୁ ବିକଳ୍ପ ବିଷୟରେ ଅଧିକ</translation>
<translation id="8200078544056087897">ତୃତୀୟ-ପକ୍ଷ କୁକୀଗୁଡ଼ିକ ଉପରେ ନିର୍ଭର କରୁଥିବା ସାଇଟ ଫିଚରଗୁଡ଼ିକ ଆଶାନୁରୂପେ କାର୍ଯ୍ୟ କରିବା ଉଚିତ</translation>
<translation id="839994149685752920">ବିଷୟବସ୍ତୁ ଏବଂ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ସାଇଟଗୁଡ଼ିକ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ୟବହାର କରିପାରିବ</translation>
<translation id="9039924186462989565">ଆପଣ ଇନକଗ୍ନିଟୋ ମୋଡରେ ଥିବା ସମୟରେ, Chromium ସାଇଟଗୁଡ଼ିକୁ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ୟବହାର କରିବାରୁ ବ୍ଲକ କରିଥାଏ</translation>
<translation id="9162335340010958530">ଆପଣ ସମ୍ବନ୍ଧିତ ସାଇଟଗୁଡ଼ିକୁ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ଆକ୍ସେସ କରିବାକୁ ଅନୁମତି ନଦେବା ପର୍ଯ୍ୟନ୍ତ, ସାଇଟଗୁଡ଼ିକ ବିଷୟବସ୍ତୁ ଏବଂ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ସେଗୁଡ଼ିକୁ ବ୍ୟବହାର କରିପାରିବ ନାହିଁ ଏବଂ ଅନ୍ୟ ସାଇଟରେ ଆପଣ ନେଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜାଣିପାରିବ ନାହିଁ</translation>
</translationbundle>